ରାଞ୍ଚି ଟି-ଟ୍ୱେଣ୍ଟି: ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଟି-୨୦ ଟକ୍କର। ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଅଜି ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯାଉଛି। ଭାରତ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଦିନିକିଆ ସିରିଜକୁ ୪-୧ରେ ଜିତିବା ପରେ ଟି-୨୦ରେ ମଧ୍ୟ ସିରିଜ ବିଜୟ ଲକ୍ଷ୍ୟ ରଖିଛି ଭାରତ। ୱାର୍ଣ୍ଣର୍‌ଙ୍କ ନେତୃତ୍ୱରେ ଆଜି ଅଷ୍ଟ୍ରେଲିଆ ପଡିଆକୁ ଓହ୍ଲାଇଛି। ସ୍ମିଥ ଆହତ କାରଣରୁ ଅଷ୍ଟ୍ରେଲିଆ ଫେରିଯାଇଥିବା ବେଳେ ୱାର୍ଣ୍ଣରଙ୍କୁ ଅଷ୍ଟ୍ରେଲିଆ […]

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 07:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଟି-୨୦ ଟକ୍କର। ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଅଜି ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯାଉଛି। ଭାରତ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଦିନିକିଆ ସିରିଜକୁ ୪-୧ରେ ଜିତିବା ପରେ ଟି-୨୦ରେ ମଧ୍ୟ ସିରିଜ ବିଜୟ ଲକ୍ଷ୍ୟ ରଖିଛି ଭାରତ। ୱାର୍ଣ୍ଣର୍‌ଙ୍କ ନେତୃତ୍ୱରେ ଆଜି ଅଷ୍ଟ୍ରେଲିଆ ପଡିଆକୁ ଓହ୍ଲାଇଛି। ସ୍ମିଥ ଆହତ କାରଣରୁ ଅଷ୍ଟ୍ରେଲିଆ ଫେରିଯାଇଥିବା ବେଳେ ୱାର୍ଣ୍ଣରଙ୍କୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି।

Related story