ରଣଜୀ ମ୍ୟାଚ୍‌: ୬୬ ରନ୍‌ ବିଜୟ ଲକ୍ଷ୍ୟ ପଛରେ କେରଳ

କଟକ: କଟକର ବାରବାଟି ଷ୍ଟାଡିୟମରେ ଚାଲିଥିବା ତ୍ରିପୁରା ବିପକ୍ଷ ରଜଣୀ ମ୍ୟାଚ୍‌ ଜିତିବାକୁ କେରଳକୁ ଆଉ ମାତ୍ର ୬୬ ରନ୍‌ ଆବଶ୍ୟକ। ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା କେରଳ ଆଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବିନା କୌଣସି ୱିକେଟ୍‌ ହରାଇ ୧୧୭ ରନ୍‌ ସଂଗ୍ରହ କରି ନେଇଛି। ଦୁଇ ଓପ୍ନର ମହମ୍ମଦ ଆଝାରୁଦ୍ଧିନ ୮୦ (୧୪ ଚୌକା) ଏବଂ ବି.ଜେ. ଠାକୁର ୩୭ ରନ୍‌ (୬ ଚୌକା) କରି […]

ranjitrophy

Rakesh Mallick
  • Published: Thursday, 01 December 2016
  • , Updated: 02 December 2016, 06:02 PM IST

କଟକ: କଟକର ବାରବାଟି ଷ୍ଟାଡିୟମରେ ଚାଲିଥିବା ତ୍ରିପୁରା ବିପକ୍ଷ ରଜଣୀ ମ୍ୟାଚ୍‌ ଜିତିବାକୁ କେରଳକୁ ଆଉ ମାତ୍ର ୬୬ ରନ୍‌ ଆବଶ୍ୟକ। ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା କେରଳ ଆଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବିନା କୌଣସି ୱିକେଟ୍‌ ହରାଇ ୧୧୭ ରନ୍‌ ସଂଗ୍ରହ କରି ନେଇଛି। ଦୁଇ ଓପ୍ନର ମହମ୍ମଦ ଆଝାରୁଦ୍ଧିନ ୮୦ (୧୪ ଚୌକା) ଏବଂ ବି.ଜେ. ଠାକୁର ୩୭ ରନ୍‌ (୬ ଚୌକା) କରି ଅପରାଜିତ ଅଛନ୍ତି।

Related story