ରଣଜୀ ସିଜନ୍ ଆରମ୍ଭ: ଓଡିଶା-ବିଦର୍ଭ ମ୍ୟାଚ୍ ଜାରି

ନାଗପୁର: ବିସିସିଆଇର ଘରୋଇ କ୍ରିକେଟ ରଣଜୀ ଟ୍ରଫି ସିଜିନ ଆଜିଠାରୁ ଆରମ୍ଭ ହୋଇଛି। ନାଗପୁରଠାରେ ବିଦର୍ଭ-ଓଡ଼ିଶା ମ୍ୟାଚ ଜାରି ରହିଛି। ବିପ୍ଲବ ସାମନ୍ତରାୟ ଓଡ଼ିଶାର ଅଧିନାୟକ ଦାୟିତ୍ୱ ତୁଲାଉଥିବା ବେଳେ ଏସ ବଦ୍ରିନାଥ ବିଦର୍ଭ ଦଳର କ୍ୟାପଟେନ୍ ରହିଛନ୍ତି। ଟସ୍ ଜିତି ଘରୋଇ ବିଦର୍ଭ ଟିମ୍ ବ୍ୟାଟିଂ ନିଷ୍ପତ୍ତି ନେଇଛି।

cricket

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 05:07 AM IST

Related story