ରିଓ ଅଲିମ୍ପିକ୍‌: ୫୦ କି.ମି ରେସ୍ ୱାକ୍‌ରେ ୩୫ତମ ସ୍ଥାନରେ ରହିଲେ ସନ୍ଦୀପ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ୫୦ କିଲୋମିଟର ରେସ୍ ୱାକ୍‌ରେ ଭାରତର ସନ୍ଦୀପ କୁମାର ହାରି ଯାଇଛନ୍ତି। ସେ ୩୫ତମ ସ୍ଥାନରେ ରହିଛନ୍ତି। ଏହି ଦୂରତାକୁ ସେ ୪ ଘଣ୍ଟା ୭ ମିନିଟ୍ ୫୫ ସେକେଣ୍ଡରେ ଅତିକ୍ରମ କରିଥିଲେ। ଏଥିରେ ସ୍ଲୋଭାକିଆର ମାତେଜ ଟୋଥ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୩ ଘଣ୍ଟା ୪୦ ମିନିଟ୍ ୫୮ ସେକେଣ୍ଡରେ ୫୦ କି.ମି ଦୂରତାକୁ ଅତିକ୍ରମ କରିଥିଲେ।

racewalker

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 10:32 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ୫୦ କିଲୋମିଟର ରେସ୍ ୱାକ୍‌ରେ ଭାରତର ସନ୍ଦୀପ କୁମାର ହାରି ଯାଇଛନ୍ତି। ସେ ୩୫ତମ ସ୍ଥାନରେ ରହିଛନ୍ତି। ଏହି ଦୂରତାକୁ ସେ ୪ ଘଣ୍ଟା ୭ ମିନିଟ୍ ୫୫ ସେକେଣ୍ଡରେ ଅତିକ୍ରମ କରିଥିଲେ।

ଏଥିରେ ସ୍ଲୋଭାକିଆର ମାତେଜ ଟୋଥ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୩ ଘଣ୍ଟା ୪୦ ମିନିଟ୍ ୫୮ ସେକେଣ୍ଡରେ ୫୦ କି.ମି ଦୂରତାକୁ ଅତିକ୍ରମ କରିଥିଲେ।

Related story