ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଲେ ରୋହିତ୍ ଓ ରାହୁଲ୍

ବର୍ମିଂହାମ୍: ଚଳିତ ବିଶ୍ୱକପର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଏସୀୟ ଶକ୍ତି ଭାରତ ଓ ବାଂଲାଦେଶ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଟିମକୁ ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ ଭଲ ଆରମ୍ଭ ଦେଇଛନ୍ତି। ତେବେ ଆରମ୍ଭରୁ ରୋହିତ୍ ଏକ ବଡ଼ ଜୀବନଦାନ ପାଇଥିଲେ। ଯାହାର ଫାଇଦା ଉଠାଇ ସେ ଆଉ ଏକ ସଫଳ ଇନିଂସ୍ […]

ind

ind

Hemant Lenka
  • Published: Tuesday, 02 July 2019
  • Updated: 02 July 2019, 03:47 PM IST

Sports

Latest News

ବର୍ମିଂହାମ୍: ଚଳିତ ବିଶ୍ୱକପର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଏସୀୟ ଶକ୍ତି ଭାରତ ଓ ବାଂଲାଦେଶ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ଟିମକୁ ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ ଭଲ ଆରମ୍ଭ ଦେଇଛନ୍ତି। ତେବେ ଆରମ୍ଭରୁ ରୋହିତ୍ ଏକ ବଡ଼ ଜୀବନଦାନ ପାଇଥିଲେ। ଯାହାର ଫାଇଦା ଉଠାଇ ସେ ଆଉ ଏକ ସଫଳ ଇନିଂସ୍ ଖେଳିଛନ୍ତି। ତାଙ୍କୁ ରାହୁଲ୍ ମଧ୍ୟ ଭଲ ସହଯୋଗ କରୁଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ବିନା ୱିକେଟରେ ୬୯ ରନ୍ କରିଛି। ରୋହିତ୍ ୩୮ ଓ ରାହୁଲ୍ ୨୮ ରନରେ ବ୍ୟାଟିଂ କରୁଛନ୍ତି।

ଏହି ମ୍ୟାଚରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। କେଦାର ଯାଦବ ଓ କୁଲଦୀପ ଯାଦବ ବାଦ୍ ପଡ଼ିଥିବା ବେଳେ ସେମାନଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ଓ ଭୁବନେଶ୍ୱର କୁମାର ଖେଳୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story