ରୋହିତ୍-ରାହୁଲଙ୍କ ରେକର୍ଡ ପାର୍ଟନରଶିପ୍

ବର୍ମିଂହାମ୍: ଟିମ୍ ଇଣ୍ଡିଆର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ନୂଆ କୀର୍ତ୍ତିମାନ କରିଛନ୍ତି। ଦୁହେଁ ଓପନିଂ ଯୋଡ଼ି ଭାବେ ଭାରତ ପାଇଁ ରେକର୍ଡ ପାର୍ଟନରଶିପ୍ କରିଛନ୍ତି। ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୮୦ ରନର ଭାଗୀଦାରୀ କରି ଚାରିବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ୨୦୧୫ ବିଶ୍ୱକପରେ ରୋହିତ୍ ଓ ଶିଖର ଧୱନ୍ ପ୍ରଥମ ୱିକେଟ୍ ପାଇଁ ୧୭୪ ରନ୍ ଯୋଡ଼ିଥିଲେ। ଏହା ପୂର୍ବରୁ ୧୯୯୬ ବିଶ୍ୱକପରେ […]

in

in

Hemant Lenka
  • Published: Tuesday, 02 July 2019
  • Updated: 02 July 2019, 08:25 PM IST

Sports

Latest News

ବର୍ମିଂହାମ୍: ଟିମ୍ ଇଣ୍ଡିଆର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ନୂଆ କୀର୍ତ୍ତିମାନ କରିଛନ୍ତି। ଦୁହେଁ ଓପନିଂ ଯୋଡ଼ି ଭାବେ ଭାରତ ପାଇଁ ରେକର୍ଡ ପାର୍ଟନରଶିପ୍ କରିଛନ୍ତି। ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୮୦ ରନର ଭାଗୀଦାରୀ କରି ଚାରିବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି।

୨୦୧୫ ବିଶ୍ୱକପରେ ରୋହିତ୍ ଓ ଶିଖର ଧୱନ୍ ପ୍ରଥମ ୱିକେଟ୍ ପାଇଁ ୧୭୪ ରନ୍ ଯୋଡ଼ିଥିଲେ। ଏହା ପୂର୍ବରୁ ୧୯୯୬ ବିଶ୍ୱକପରେ କଟକରେ ଅନୁଷ୍ଠିତ କେନିୟା ବିପକ୍ଷ ମ୍ୟାଚରେ ସଚିନ ତେନ୍ଦୁଲକର ଓ ଅଜୟ ଜାଡେଜା ପ୍ରଥମ ୱିକେଟ୍ ପାଇଁ ୧୬୩ ଏବଂ ୨୦୦୩ରେ ସଚିନ ଓ ବୀରେନ୍ଦ୍ର ସେହ୍ୱାଗ ଶ୍ରୀଲଙ୍କା ବିପକ୍ଷରେ ୧୫୩ ରନ୍ ଯୋଡ଼ିଥିଲେ।

ଚଳିତ ବିଶ୍ୱକପରେ ମଧ୍ୟ ରୋହିତ୍ ଓ ରାହୁଲ୍ ପ୍ରଥମ ୱିକେଟ୍ ପାଇଁ ସର୍ବାଧିକ ରନ୍ କରିଛନ୍ତି। ଏହି ମାମଲାରେ ଦୁହେଁ ଇଂଲଣ୍ଡର ଜନ୍ନି ବେୟାରଷ୍ଟୋ ଓ ଜେସନ୍ ରୟଙ୍କୁ ପଛରେ ପକାଇଛନ୍ତି। ରୟ ଓ ବେୟାରଷ୍ଟୋ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ୧୬୦ ରନର ଭାଗୀଦାରୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story