ଏହି ବଡ଼ ରେକର୍ଡ କରିପାରନ୍ତି ରୋହିତ୍

ଫ୍ଲୋରିଡା: ଭାରତୀୟ କ୍ରିକେଟ୍ ଟିମର ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ହେବାକୁଥିବା ପ୍ରଥମ ଟି-୨୦ ମ୍ୟାଚରେ ଏକ ନୂଆ ରେକର୍ଡର ଅଧିକାରୀ ହୋଇପାରନ୍ତି। ରୋହିତ୍ ଟି-୨୦ରେ ସର୍ବାଧିକ ଛକା ମାରିବା ମାମଲାରେ ଏବେ କ୍ରିସ୍ ଗେଲଙ୍କ ନିକଟତର ହୋଇଛନ୍ତି। ରୋହିତ୍ ୯୪ ଟି-୨୦ ମ୍ୟାଚରେ ଏପର୍ଯ୍ୟନ୍ତ ୧୦୨ ଛକା ମାରିଛନ୍ତି। ତେବେ ଗେଲ୍ ଏହି ଫର୍ମାଟରେ ସର୍ବାଧିକ ୧୦୫ ଛକା ମାରି ଶୀର୍ଷରେ ଅଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ତିନୋଟି ଟି-୨୦ ମ୍ୟାଚ୍ […]

rohit

rohit

Ranjit Kumar Jena
  • Published: Friday, 02 August 2019
  • Updated: 02 August 2019, 04:12 PM IST

Sports

Latest News

ଫ୍ଲୋରିଡା: ଭାରତୀୟ କ୍ରିକେଟ୍ ଟିମର ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ହେବାକୁଥିବା ପ୍ରଥମ ଟି-୨୦ ମ୍ୟାଚରେ ଏକ ନୂଆ ରେକର୍ଡର ଅଧିକାରୀ ହୋଇପାରନ୍ତି। ରୋହିତ୍ ଟି-୨୦ରେ ସର୍ବାଧିକ ଛକା ମାରିବା ମାମଲାରେ ଏବେ କ୍ରିସ୍ ଗେଲଙ୍କ ନିକଟତର ହୋଇଛନ୍ତି। ରୋହିତ୍ ୯୪ ଟି-୨୦ ମ୍ୟାଚରେ ଏପର୍ଯ୍ୟନ୍ତ ୧୦୨ ଛକା ମାରିଛନ୍ତି। ତେବେ ଗେଲ୍ ଏହି ଫର୍ମାଟରେ ସର୍ବାଧିକ ୧୦୫ ଛକା ମାରି ଶୀର୍ଷରେ ଅଛନ୍ତି।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚରେ ରୋହିତ୍ ଏହି ରେକର୍ଡ ନିଜ ନାମରେ କରିବାକୁ ଚାହିଁବେ। ଗେଲ୍ ମାତ୍ର ୫୮ ମ୍ୟାଚରେ ୧୦୫ ଛକା ମାରିଛନ୍ତି। ତାଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ୍ ୭୬ ମ୍ୟାଚରେ ୧୦୩ ଛକା ମାରିଛନ୍ତି।

ଗେଲ୍ ଭାରତ ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ। ତେଣୁ ଗେଲଙ୍କ ଅନୁପସ୍ଥିତିରେ ରୋହିତଙ୍କ ପାଇଁ ଏହି ରେକର୍ଡ କରିବା ସହଜ ହେବ। ଗେଲ୍ ଭାରତ ବିପକ୍ଷ ଦିନିକିଆ ସିରିଜ୍ ଖେଳିବେ। ଗେଲଙ୍କ ଏହା ଶେଷ ଦିନିକିଆ ସିରିଜ୍ ହେବ। ରୋହିତଙ୍କ ନାମରେ ଟି-୨୦ରେ ସର୍ବାଧିକ ରନର ରେକର୍ଡ ମଧ୍ୟ ଅଛି। ରୋହିତ୍ ୩୨.୩୭ ହାରରେ ୨୩୩୧ ରନ୍ କରିଛନ୍ତି, ଯେଉଁଥିରେ ୪ ଶତକ ଏବଂ ୧୬ ଅର୍ଦ୍ଧଶତକ ସାମିଲ୍ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story