ରୋହିତଙ୍କ ସଫଳତା ପଛରେ କାହାର ହାତ: ଏହି ମହିଳାଙ୍କ ପାଇଁ  ଖୋଲିଗଲା ଭାଗ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଆକର୍ଷଣୀୟ ବ୍ୟାଟିଂ କରି ଟିମ୍‌ ବିଜୟର ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି। ଏହି ୩ଟି ସିରିଜରେ ସେ ଅନେକ ରେକର୍ଡ କରିଛନ୍ତି। ଶ୍ରାଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ସେ ତାଙ୍କର ତୃତୀୟ ଦ୍ୱିଶତକ ହାସଲ କରି ବିଶ୍ୱ କ୍ରିକେଟ୍‌ର ଆଉ ଏକ ମାଇଲ୍‌ ଷ୍ଟୋନ ସ୍ଥାପନ କରିଛନ୍ତି। କେବଳ ଏତିକି ନୁହେଁ ଟି-ଟ୍ୱେଣ୍ଟିରେ ମଧ୍ୟ ଦ୍ରୁତତମ ଶତକ ହାସଲ କରି ଆଉ ଏକ […]

Ritika-Sajdeh-wallpaper

Rakesh Mallick
  • Published: Saturday, 23 December 2017
  • , Updated: 23 December 2017, 08:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଆକର୍ଷଣୀୟ ବ୍ୟାଟିଂ କରି ଟିମ୍‌ ବିଜୟର ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି। ଏହି ୩ଟି ସିରିଜରେ ସେ ଅନେକ ରେକର୍ଡ କରିଛନ୍ତି। ଶ୍ରାଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ସେ ତାଙ୍କର ତୃତୀୟ ଦ୍ୱିଶତକ ହାସଲ କରି ବିଶ୍ୱ କ୍ରିକେଟ୍‌ର ଆଉ ଏକ ମାଇଲ୍‌ ଷ୍ଟୋନ ସ୍ଥାପନ କରିଛନ୍ତି।

[caption id="attachment_194629" align="aligncenter" width="759"] Mumbai: Newly wed couple cricketer Rohit Sharma and Ritika Sajdeh pose for a photo at their wedding venue in Mumbai on Sunday. PTI Photo by Mitesh Bhuvad(PTI12_13_2015_000236B)[/caption]

କେବଳ ଏତିକି ନୁହେଁ ଟି-ଟ୍ୱେଣ୍ଟିରେ ମଧ୍ୟ ଦ୍ରୁତତମ ଶତକ ହାସଲ କରି ଆଉ ଏକ ଇତିହାସ ରଚିଛନ୍ତି। ଇନ୍ଦୋର ଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ରୋହିତ ମାତ୍ର ୩୫ ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ପରେ ରୋହିତ ତାଙ୍କ ସଫଳତାର ଶ୍ରେୟ ପତ୍ନୀ ରିତୀକାଙ୍କୁ ଦେଇଛନ୍ତି। ଏହାସହ ତାଙ୍କ ପତ୍ନୀ ରିତୀକାଙ୍କୁ ଲକି ଚାର୍ମବୋଲି ସମ୍ଭୋଧନ କରିଛନ୍ତି। ପୂର୍ବରୁ ବି ରୋହିତ କହିଥିଲେ, ବିବାହ ପରେ ସେ ଅଧିକ ପରିପକ୍ୱ ହୋଇଛନ୍ତି। ବିବାହ ପରେ ସେ ଅଧିକ ଭଲ ଖେଳ ଖେଳୁଛନ୍ତି। ଫଳରେ ତାଙ୍କ ପାଇଁ ତାଙ୍କ ପତ୍ନୀ ରିତୀକା ଲକି ବୋଲି ରୋହିତ କହିଛନ୍ତି।

https://www.youtube.com/watch?v=yi_GNA9rRmY

 

 

Related story