ଯୁବରାଜଙ୍କୁ ମୁମ୍ବାଇ ଇଣ୍ଡିଆନ୍ସକୁ ସ୍ୱାଗତ କଲେ ରୋହିତ

ମୁମ୍ବାଇ: ଟି୨୦ ଆରମ୍ଭ ସମୟରେ ଏହି ଫର୍ମାଟ୍‌ରେ ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ କୁହାଯାଉଥିବା ଯୁବରାଜ ସିଂହ ଶେଷରେ ଅଇପିଏଲ୍‌ରେ ଖେଳିବା ନେଇ ନିଶ୍ଚିତ ହୋଇଛି। କିନ୍ତୁ ଏଥର ସେ ବହୁଦିନ ଧରି ପ୍ରତିନିଧିତ୍ୱ କରୁଥିବା କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ତାଙ୍କୁ ରଖିବାକୁ ଆଗ୍ରହୀ ନହେବାରୁ ସେ ନିଲାମୀରେ ଭାଗ ନେବାପରେ ତାଙ୍କ ମୂଳ ଦରରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି। ଗତ ଥର ସେ ମାତ୍ର ୮ଟି ମ୍ୟାଚ୍‌ ଖେଳିଥିଲେ ଏବଂ ମୋଟ ୬୫ ରନ୍‌ ସ୍କୋର […]

ipl

ipl

Subrat Kumar Nayak
  • Published: Wednesday, 19 December 2018
  • Updated: 19 December 2018, 08:45 PM IST

Sports

Latest News

ମୁମ୍ବାଇ: ଟି୨୦ ଆରମ୍ଭ ସମୟରେ ଏହି ଫର୍ମାଟ୍‌ରେ ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ କୁହାଯାଉଥିବା ଯୁବରାଜ ସିଂହ ଶେଷରେ ଅଇପିଏଲ୍‌ରେ ଖେଳିବା ନେଇ ନିଶ୍ଚିତ ହୋଇଛି। କିନ୍ତୁ ଏଥର ସେ ବହୁଦିନ ଧରି ପ୍ରତିନିଧିତ୍ୱ କରୁଥିବା କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ତାଙ୍କୁ ରଖିବାକୁ ଆଗ୍ରହୀ ନହେବାରୁ ସେ ନିଲାମୀରେ ଭାଗ ନେବାପରେ ତାଙ୍କ ମୂଳ ଦରରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି।
ଗତ ଥର ସେ ମାତ୍ର ୮ଟି ମ୍ୟାଚ୍‌ ଖେଳିଥିଲେ ଏବଂ ମୋଟ ୬୫ ରନ୍‌ ସ୍କୋର କରିଥିଲେ।

ତେବେ ଭାରତୀୟ କ୍ରିକେଟ୍‌ ଦଳରେ ବହୁଥର ତାଙ୍କ ସାଥ୍‌ ଦେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶାର୍ମା ଏଥର ତାଙ୍କର ଆଇପିଏଲ୍‌ ସାଥୀ ହେବେ। ତେବେ ଏହି ମିଳନ ପୂର୍ବରୁ ରୋହିତ ସାଥୀ ଯୁବରାଜଙ୍କୁ ଜୋରଦାର ସ୍ୱାଗତ ଜଣାଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ସାହାସିକତାର ସହରକୁ ସ୍ୱାଗତ।”

ଉଭୟ ଫର୍ମ ଏବଂ ଫିଟ୍‌ନେସ୍‌ ପାଇଁ ସଂଘର୍ଷ କରୁଥିବା ଯୁବରାଜ ଗତ ଜୁନ୍‌ ମାସରେ ଶେଷ ଅନ୍ତର୍ଜାତୀୟ ଖେଳିଥିଲେ। ୨୦୧୯ ବିଶ୍ୱକପ୍‌ ଖେଳିବାନେଇ ମଧ୍ୟ ସେ ସନ୍ଦିହାନ୍‌ ଥିବାରୁ ଏହା ତାଙ୍କ ପାଇଁ ବଡ଼ ସୁଯୋଗ। ଯୁବରାଜ ମୋଟ ୧୨୮ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨୪.୭୮ ହାରରେ ୨୬୫୮ ରନ୍‌ ସ୍କୋର କରିପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story