ରୋହିତଙ୍କ ଶତକ ବେକାର, ୫ ରନରେ ହାରିଲା ଭାରତ

କାନପୁର: କାନପୁରରେ ବେକାର ଗଲା ରୋହିତ ଶର୍ମାଙ୍କ ଶତକ। ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ ଇଣ୍ଡିଆ ୫ ରନରେ ପରାସ୍ତ ହୋଇଛି। ଶେଷ ଓଭରରେ ଜିତିବା ପାଇଁ ୧୧ ରନ୍ ଦରକାର ହେଉଥିବା ବେଳେ ଧୋନୀବାହିନୀ ମାତ୍ର ୫ ରନ୍ କରିବାରେ ସକ୍ଷମ ହୋଇଥିଲେ। ରୋହିତ ଶର୍ମା ୧୩୩ ବଲରୁ ୧୫୦ ରନ୍ କରିଥିଲେ। ଏହା ତାଙ୍କର ଅଷ୍ଟମ ଶତକ । ସେହିପରି ରୋହିତଙ୍କ ମୁମ୍ୱାଇ ଟିମ୍ ମେଟ୍ ଆଜିଙ୍କ୍ୟ ରାହାଣେ ୬୦ ରନ୍ କରିଥିଲେ। ତେବେ […]

rohit

rohit

Rakesh Mallick
  • Published: Sunday, 11 October 2015
  • Updated: 11 October 2015, 12:13 PM IST

Sports

Latest News

dhoniକାନପୁର: କାନପୁରରେ ବେକାର ଗଲା ରୋହିତ ଶର୍ମାଙ୍କ ଶତକ। ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ ଇଣ୍ଡିଆ ୫ ରନରେ ପରାସ୍ତ ହୋଇଛି। ଶେଷ ଓଭରରେ ଜିତିବା ପାଇଁ ୧୧ ରନ୍ ଦରକାର ହେଉଥିବା ବେଳେ ଧୋନୀବାହିନୀ ମାତ୍ର ୫ ରନ୍ କରିବାରେ ସକ୍ଷମ ହୋଇଥିଲେ। ରୋହିତ ଶର୍ମା ୧୩୩ ବଲରୁ ୧୫୦ ରନ୍ କରିଥିଲେ। ଏହା ତାଙ୍କର ଅଷ୍ଟମ ଶତକ । ସେହିପରି ରୋହିତଙ୍କ ମୁମ୍ୱାଇ ଟିମ୍ ମେଟ୍ ଆଜିଙ୍କ୍ୟ ରାହାଣେ ୬୦ ରନ୍ କରିଥିଲେ। ତେବେ ଧାୱନ, କୋହଲି ଓ ଧୋନୀ ବିଫଳ ହୋଇଥିଲେ। ଧାୱନ ୨୩ରେ ଆଉଟ୍ ହୋଇଥିବା ବେଳେ କୋହଲି ମାତ୍ର ୧୧ ରନ୍ କରି ପାରିଥିଲେ। ଧୋନୀ ୩୦ଟି ବଲରୁ ୩୧ ରନ୍ ସଂଗ୍ରହ କରିଥିଲେ। ସୁରେଶ ରୈନା ବି ଫେଲ୍ ମାରିଥିଲେ। ସେ ୩ ରନରେ ଆଉଟ୍ ହୋଇଯାଇଥିଲେ। ପୂର୍ବରୁ ଦକ୍ଷିଣ ଆଫ୍ରିକା ୫ ୱିକେଟ ହରାଇ ୩୦୩ ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଏ.ବି ଡିଭିଲିୟର୍ସ ୭୩ ବଲରେ ଅପରାଜିତ ୧୦୪ ରନ କରିଥିଲେ। ଡିଭିଲିୟର୍ସଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story