ବିରାଟଙ୍କ ସମସ୍ତ କାର୍‌ର ମୂଲ୍ୟ ଠାରୁ ଏହି ଖେଳାଳିଙ୍କ ଗୋଟିଏ ଗାଡ଼ିର ଦାମ୍‌ ଅଧିକ

Ordigital Desk
  • Published: Wednesday, 20 December 2017
  • , Updated: 20 December 2017, 11:59 AM IST
<p>(ଓଡ଼ିଶା ରିପୋର୍ଟର) ବିରାଟ କୋହଲି ବର୍ତ୍ତାମାନ ଭାରତରେ ସବୁଠୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ। ଗତ ଜୁନରେ ପ୍ରକାଶିତ ବିଶ୍ୱର ୧୦୦ ଧନୀ ଖେଳାଳିଙ୍କ ଲିଷ୍ଟରେ ବିରାଟ କୋହଲି ଭାରତର ଏକମାତ୍ର ଖେଳାଳି ଭାବେ ଏହି ତାଲିକାରେ ସାମିଲ ହୋଇଥିଲେ। ବିରାଟ ଏହି ଲିଷ୍ଟରେ ୮୯ ନମ୍ବରରେ ରହିଥିଲେ। ଏହି ଲିଷ୍ଟରେ ଟପ୍&zwnj;ରେ ଥିଲେ ଷ୍ଟାର୍&zwnj; ଫୁଟବଲ ଖେଳାଳି ରୋନାଲ୍ଡୋ।</p> <p>&lt;a href=&quot;&quot;&gt;(image) &lt;/a&gt;ଏହି ଦୁଇଜଣଙ୍କ ଷ୍ଟାରଙ୍କୁ ତୁଳନା କଲେ ବିରାଟ ରୋନାଲ୍ଡୋଙ୍କ ଠାରୁ ଅନେକ ପଛରେ ଅଛନ୍ତି। ବିରାଟଙ୍କ ମୋଟ ଯେତେଟା କାର୍&zwnj; ଅଛି ରୋନାଲ୍ଡଙ୍କ ଗୋଟିଏ କାର୍&zwnj; ମୂଲ୍ୟ ତା ଠାରୁ ଅଧିକ। ବିରାଟଙ୍କ ସମସ୍ତ କାର୍&zwnj;ର ମୂଲ୍ୟ ପାଖାପାଖି ୧୦ କୋଟି ହୋଇଥିବା ବେଳେ ରୋନାଲ୍ଡଙ୍କ ପାଖରେ ଥିବା ଅନେକ କାର୍&zwnj; ମଧ୍ୟରୁ ଗୋଟିକର ଦାମ ୧୧ କୋଟିରୁ ଅଧିକ। ରୋନଲ୍ଡୋଙ୍କ ପାଖରେ ମୋଟ୍&zwnj; ୧୯ଟି କାର୍&zwnj; ଅଛି। ସେଥିମଧ୍ୟରୁ ବୁଗାଟୀ ଭେରୋନ୍&zwnj; କାର୍&zwnj;ର ଦାମ ୧୧ କୋଟି ଟଙ୍କା। ବର୍ଷକୁ ୩୦ ମିଲିୟନ ଡଲାରରୁ ଅଧିକ ରୋଜଗାର କରୁଥିବା ରୋନାଲ୍ଡୋଙ୍କ କଲେକସନ୍&zwnj; ମଧ୍ୟରେ ରହିଛି ୧୯ଟି ଲଗ୍&zwnj;ଜ୍ୟୁରି କାର୍&zwnj;। ସେପେଟେ ବିରାଟଙ୍କ ପ୍ରୀୟ କାର ଅଡ଼ି।</p> <p>https://www.youtube.com/watch?v=XenuDEqbnkI</p>

Related story