ଜୁନ୍‌ରେ ଓଡିଶାରେ ଜାତୀୟ ଜୁନିୟର ରଗ୍‌ବୀ ଚାମ୍ପିୟନସିପ୍‌ : ଭାଗନେବେ ୩୨ଟି ଦଳ

ଭୁବନେଶ୍ୱର:ଆସନ୍ତା ଜୁନ୍‌ ୧୬ରୁ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟେ।ଜିତ ହେବ ଜାତୀୟ ଜୁନିୟର ରଗ୍‌ବୀ ଚମ୍ପିୟନସିପ୍‌ । ଯାହା ରାଜ୍ୟ ରଗ୍‌ବୀ ପାଇଁ ଏକ ଖୁସି ଖବର ।  ଓଡିଶା ରଗ୍‌ବୀ ଫୁଟବଲ ଆସେ।ସିଏସନ (ଓଆର୍‌ଏଫ୍‌ଏ) ସହାୟତାରେ ଏହି ପ୍ରତିଯେ।ଗିତା ଅନୁଷ୍ଠିତ ହେବ । ଓଆର୍‌ଏଫ୍‌ଏ ଦେଇଥିବା ପ୍ରସ୍ଥାବକୁ ମଂଜୁରୀ ମଳିସାରିଛି । ଏହି ପ୍ରତିଯେ।ଗିତାରେ ସାରା ଦେଶରୁ ୩୨ଟି ଦଳ ଭାଗନେବେ। ଯେଉଁଥିରେ ୧୬ଟି ବାଳକ ଓ ୧୬ଟି ବାଳିକା ଦଳ ସାମିଲ । ଅନ୍ୟପଟେ […]

Indian-Rugby-team

Rakesh Mallick
  • Published: Wednesday, 08 March 2017
  • , Updated: 09 March 2017, 09:44 AM IST

ଭୁବନେଶ୍ୱର:ଆସନ୍ତା ଜୁନ୍‌ ୧୬ରୁ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟେ।ଜିତ ହେବ ଜାତୀୟ ଜୁନିୟର ରଗ୍‌ବୀ ଚମ୍ପିୟନସିପ୍‌ । ଯାହା ରାଜ୍ୟ ରଗ୍‌ବୀ ପାଇଁ ଏକ ଖୁସି ଖବର ।  ଓଡିଶା ରଗ୍‌ବୀ ଫୁଟବଲ ଆସେ।ସିଏସନ (ଓଆର୍‌ଏଫ୍‌ଏ) ସହାୟତାରେ ଏହି ପ୍ରତିଯେ।ଗିତା ଅନୁଷ୍ଠିତ ହେବ । ଓଆର୍‌ଏଫ୍‌ଏ ଦେଇଥିବା ପ୍ରସ୍ଥାବକୁ ମଂଜୁରୀ ମଳିସାରିଛି । ଏହି ପ୍ରତିଯେ।ଗିତାରେ ସାରା ଦେଶରୁ ୩୨ଟି ଦଳ ଭାଗନେବେ। ଯେଉଁଥିରେ ୧୬ଟି ବାଳକ ଓ ୧୬ଟି ବାଳିକା ଦଳ ସାମିଲ । ଅନ୍ୟପଟେ ଆଜି ମହିଳା ଦିବସ ଅବସରରେ ଭାରତୀୟ ମହିଳା ରଗ୍‌ବୀ ଦଳକୁ ଭବନେଶ୍ୱରରେ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି ଓଡିଶା ରଗବୀ ଫୁଟବଲ ଆସେ।ସିଏସନର ସଭାପତି ତଥା ବିଧାୟକ ପ୍ରିୟଦର୍ଶୀ ମିଶ୍ର । ନିକଟରେ ଲାଓସ୍‌ରେ ଅନୁଷ୍ଠିତ ଏସିଆ ରଗବୀ ଓମ୍ୟାନ୍ସ ସେଭେନ୍ସ ଟ୍ରଫୀରେ ଭାରତୀୟ ମହିଳା ଦଳ ରୈ।ପ୍ୟ ପଦକ ପାଇଥିଲା ।

 

Related story