ଫିଫା ବିଶ୍ୱକପକୁ ନେଇ କାଉଣ୍ଟଡାଉନ୍‌ ଆରମ୍ଭ: ଭାରତରେ ବଢୁଛି କ୍ରେଜ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମାତ୍ର ଦୁଇଦିନ ପରେ ଫିଫା ବିଶ୍ୱକପ। ଏନେଇ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଜୁନ ୧୪ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଋଷରେ ଏହି ପ୍ରିତିଯୋଗିତା ଖେଳାଯିବ। ଯେଉଁଥିରେ ଭାଗନେବେ ବିଶ୍ୱର ବଛାବଛା ଟିମ୍। ଫୁଟବଲର ଏହି ସର୍ବଶ୍ରେଷ୍ଠ ପ୍ରତିଯୋଗିତା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଆଗ୍ରହ।  ସାରା ବିଶ୍ୱରେ ଏନେଇ ଉତ୍କଣ୍ଠା ଭରି ରହିଛି। ବିଶେଷ କରି ଭାରତରେ ମଧ୍ୟ ଏହାର କ୍ରେଜ୍‌ ଦେଖିବାକୁ ମିଳିଛି। ଫିଫା ବିଶ୍ୱକପକୁ ଆଉ […]

Football-image-784x441

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 01:52 AM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମାତ୍ର ଦୁଇଦିନ ପରେ ଫିଫା ବିଶ୍ୱକପ। ଏନେଇ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଜୁନ ୧୪ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଋଷରେ ଏହି ପ୍ରିତିଯୋଗିତା ଖେଳାଯିବ। ଯେଉଁଥିରେ ଭାଗନେବେ ବିଶ୍ୱର ବଛାବଛା ଟିମ୍। ଫୁଟବଲର ଏହି ସର୍ବଶ୍ରେଷ୍ଠ ପ୍ରତିଯୋଗିତା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଆଗ୍ରହ।  ସାରା ବିଶ୍ୱରେ ଏନେଇ ଉତ୍କଣ୍ଠା ଭରି ରହିଛି। ବିଶେଷ କରି ଭାରତରେ ମଧ୍ୟ ଏହାର କ୍ରେଜ୍‌ ଦେଖିବାକୁ ମିଳିଛି।

ଫିଫା ବିଶ୍ୱକପକୁ ଆଉ ୩ଦିନ ବାକି ଥିବା ବେଳେ ଏହାର ଧୂନ ଭାରତରେ ମଧ୍ୟ ଦେଖିବାକୁ ମିଳାଛି। ଦିଲ୍ଲୀରେ ଥିବା ଋଷ୍‌ ଦୂତାବାସ ପକ୍ଷରୁ ରବିବାର ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚର ଆୟୋଜନ କରାଯାଇଥିଲା। ଯେଉଁଥିରେ କ୍ରୀଡା ବିଭାଗର କର୍ମକର୍ତ୍ତାଙ୍କ ସହ ଋଷ ଦୂତାବାସର ଅଧିକାରୀମାନେ ଯୋଗ ଦେଇଥିଲେ।

Related story