କ୍ୱାର୍ଟର ଫାଇନାଲ୍‌ରେ ଋଷିଆ: ପେନାଲ୍ଟି ସୁଟ୍‌ଆଉଟ୍‌ରେ ସ୍ପେନ୍‌କୁ ମାତ୍‌ ଦେଲା ଆୟୋଜକ ଦେଶ   

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ କ୍ୱାଟର୍‌ ଫାଇନାଲରେ ଆୟୋଜକ ଋଷିଆ। ପେନାଲ୍ଟି ସୁଟଆଉଟ୍‌ରେ ସ୍ପେନକୁ ୪-୩ ଗୋଲରେ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଋଷିଆ। ସେପଟେ ୨୦୧୦ ବିଶ୍ୱକପ ବିଜେତା ସ୍ପେନ୍‌ ପରାଜୟ ସହ ବିଶ୍ୱକପରୁ ବିଦାୟ ନେଇଛି। ଏହା ପୂର୍ବରୁ ନିର୍ଦ୍ଧାରିତ ସମୟ ସୁଦ୍ଧା ଋଷିଆ ଓ ସ୍ପେନ୍ ଉଭୟ ୧-୧ ଗୋଲ୍‌ କରିଥିଲେ। ଫଳରେ ପେନାଲ୍ଟି ସୁଟଆଉଟ୍‌ ଜରିଆରେ ମ୍ୟାଚ୍‌ର ଫଳାଫଳ ବାହାରିଥିଲା। ପେନାଲ୍ଟି ସୁଟ୍‌ଆଉଟରେ ଋଷିଆର […]

446063_30116289

446063_30116289

Rakesh Mallick
  • Published: Sunday, 01 July 2018
  • Updated: 02 July 2018, 08:07 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ କ୍ୱାଟର୍‌ ଫାଇନାଲରେ ଆୟୋଜକ ଋଷିଆ। ପେନାଲ୍ଟି ସୁଟଆଉଟ୍‌ରେ ସ୍ପେନକୁ ୪-୩ ଗୋଲରେ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଋଷିଆ। ସେପଟେ ୨୦୧୦ ବିଶ୍ୱକପ ବିଜେତା ସ୍ପେନ୍‌ ପରାଜୟ ସହ ବିଶ୍ୱକପରୁ ବିଦାୟ ନେଇଛି।

ଏହା ପୂର୍ବରୁ ନିର୍ଦ୍ଧାରିତ ସମୟ ସୁଦ୍ଧା ଋଷିଆ ଓ ସ୍ପେନ୍ ଉଭୟ ୧-୧ ଗୋଲ୍‌ କରିଥିଲେ। ଫଳରେ ପେନାଲ୍ଟି ସୁଟଆଉଟ୍‌ ଜରିଆରେ ମ୍ୟାଚ୍‌ର ଫଳାଫଳ ବାହାରିଥିଲା। ପେନାଲ୍ଟି ସୁଟ୍‌ଆଉଟରେ ଋଷିଆର ୪ଜଣ ଖେଳାଳି ଗୋଲ୍‌ କରିବାରେ ସକ୍ଷମ ହୋଇଥିବା ବେଳେ ସ୍ପେନ୍‌ର ଖେଳାଳିଙ୍କ ବଲ୍‌କୁ କିନ୍ତୁ ରୋକି ପାରିବାରେ ସକ୍ଷମ ହୋଇଥିଲେ ଋଷିଆର ଗୋଲ୍‌କିପର୍‌।    

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story