ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ କ୍ୱାଟର୍ ଫାଇନାଲରେ ଆୟୋଜକ ଋଷିଆ। ପେନାଲ୍ଟି ସୁଟଆଉଟ୍ରେ ସ୍ପେନକୁ ୪-୩ ଗୋଲରେ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛି ଋଷିଆ। ସେପଟେ ୨୦୧୦ ବିଶ୍ୱକପ ବିଜେତା ସ୍ପେନ୍ ପରାଜୟ ସହ ବିଶ୍ୱକପରୁ ବିଦାୟ ନେଇଛି।
ଏହା ପୂର୍ବରୁ ନିର୍ଦ୍ଧାରିତ ସମୟ ସୁଦ୍ଧା ଋଷିଆ ଓ ସ୍ପେନ୍ ଉଭୟ ୧-୧ ଗୋଲ୍ କରିଥିଲେ। ଫଳରେ ପେନାଲ୍ଟି ସୁଟଆଉଟ୍ ଜରିଆରେ ମ୍ୟାଚ୍ର ଫଳାଫଳ ବାହାରିଥିଲା। ପେନାଲ୍ଟି ସୁଟ୍ଆଉଟରେ ଋଷିଆର ୪ଜଣ ଖେଳାଳି ଗୋଲ୍ କରିବାରେ ସକ୍ଷମ ହୋଇଥିବା ବେଳେ ସ୍ପେନ୍ର ଖେଳାଳିଙ୍କ ବଲ୍କୁ କିନ୍ତୁ ରୋକି ପାରିବାରେ ସକ୍ଷମ ହୋଇଥିଲେ ଋଷିଆର ଗୋଲ୍କିପର୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
National
ଅଡ଼ୁଆରେ ମାର୍କ ଜୁକରବର୍ଗ, ମେଟାକୁ ସମନ କରିବ ସଂସଦୀୟ କମିଟି
୨୦୨୪ରେ ହୋଇଥିବା ନିର୍ବାଚନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଜୁକରବର୍ଗ। କୋଭିଡ ପରିଚାଳନାରେ ତ୍ରୁଟି କାରଣରୁ ଭାରତ ସମେତ ପ୍ରାୟ ସବୁ ଦେଶର ସରକାର ନିର୍ବାଚନ ହାରିଯାଇଥିଲେ ବୋଲି କହିଥିଲେ।
National
LoC ନିକଟରେ ବିସ୍ଫୋରଣ, ୬ ଯବାନ ଆହତ
ଆହତ ୬ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।
National
ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଦାଖଲ କଲେ ଆତିଶୀ
ଆସନ୍ତା ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।