ଇଣ୍ଡିଆନ୍ ସୁପର୍ ସିରିଜ୍‌ର ସେମିରେ ସାଇନା

ନୂଆଦିଲ୍ଲୀ: ଇଣ୍ଡିଆନ୍ ସୁପର୍ ସିରିଜ୍‌ର ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ସାଇନା ନେହୱାଲ୍। କ୍ୱାର୍ଟର ଫାଇନାଲ୍‌ରେ କୋରିଆର ସଂଗ୍ ଜି ହ୍ୟୁନ୍‌ଙ୍କୁ ପରାସ୍ତ କରି ସେ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସାଇନା ୧୯-୨୧, ୨୧-୧୪, ୨୧-୧୯ରେ ହ୍ୟୁନ୍‌ଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ୫ଟି ମ୍ୟାଚ୍‌ରେ ସାଇନା କୋରିଆର ଏହି ଖେଳାଳିଙ୍କୁ ପରାସ୍ତ କରିଥିଲେ।

saina

Rakesh Mallick
  • Published: Friday, 01 April 2016
  • , Updated: 01 April 2016, 04:28 PM IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ସୁପର୍ ସିରିଜ୍‌ର ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ସାଇନା ନେହୱାଲ୍। କ୍ୱାର୍ଟର ଫାଇନାଲ୍‌ରେ କୋରିଆର ସଂଗ୍ ଜି ହ୍ୟୁନ୍‌ଙ୍କୁ ପରାସ୍ତ କରି ସେ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ସାଇନା ୧୯-୨୧, ୨୧-୧୪, ୨୧-୧୯ରେ ହ୍ୟୁନ୍‌ଙ୍କୁ ପରାସ୍ତ କରିଥିଲେ।

ଏହା ପୂର୍ବରୁ ୫ଟି ମ୍ୟାଚ୍‌ରେ ସାଇନା କୋରିଆର ଏହି ଖେଳାଳିଙ୍କୁ ପରାସ୍ତ କରିଥିଲେ।

Related story