ଶକ୍ତିଉତ୍ତୋଳନ ପ୍ରତିଯୋଗିତା ପାଇଁ ଓଡିଶା ଦଳର କାଶିପୁର ଯାତ୍ରା

ଭୁବନେଶ୍ୱର: ଜାତୀୟ ସିନିୟର ଶକ୍ତିଉତ୍ତୋଳନ ପ୍ରତିଯୋଗିତା ନିମନ୍ତେ ଓଡିଶା ଦଳ କାଶିପୁର ଯାତ୍ରା କରିଛି। ସେପ୍ଟେମ୍ୱର ୭ରୁ ୧୩ଯାଏ ଉତ୍ତରାଖଣ୍ଡର କାଶିପୁରରେ ହେବ ଏଇ ପ୍ରତିଯୋଗିତା। ଇକୁଇପଡ ଓ ଅନଇକୁଇପଡ ବିଭାଗରେ ପ୍ରତିଯୋଗୀମାନେ ଭାଗନେବେ। ୨୫ଜଣିଆ ଓଡିଶା ଦଳରେ ଅଛନ୍ତି ୧୮ଜଣ ପୁରୁଷ ଓ ୮ଜଣ ମହିଳା। ପ୍ରତିଯୋଗିତା ପୂର୍ବରୁ ପ୍ରତିଯୋଗୀମାନଙ୍କୁ ଉତ୍କଳ କରାଟେ ସ୍କୁଲରେ ସମ୍ୱର୍ଦ୍ଧନା ଦିଆଯାଇଛି।

kasipur

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 03:05 AM IST

Related story