ୟୁଏସ ଓପନ: କ୍ୱାର୍ଟରରେ ସାନିଆ-ମାର୍ଟିନା

ନ୍ୟୟର୍କ : ୟୁଏସ ଓପନର କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତ-ସ୍ୱିସ ଯୋଡି ସାନିଆ-ମାର୍ଟିନା । ୟୁଏସ ଓପନ ମହିଳା ଡବଲ୍ସ ଇଭେଣ୍ଟରେ ଏହି ଯୋଡି ମିଚାଇଲା କ୍ରାଜିକ୍ ଓ ବାର୍ବୋରା ସ୍ତୀରିକୋଭାଙ୍କୁ ୧୩ତମ ସିଡରେ ୬-୩, ୬-୦ ସେଟରେ ପରାସ୍ତ କରିଛନ୍ତି। ଏକ ଘଣ୍ଟା ଧରି ଚାଲିଥିବା ଏହି ମ୍ୟାଚରେ ପ୍ରଥମରୁ ଭାରତ-ସ୍ୱିସ ଯୋଡି ଡଚ୍-ଚେକ୍ ଯୋଡି ଉପରେ ଭାରି ପଡିଥିଲା। ସୂଚନାଯୋଗ୍ୟ ଏହି ଯୋଡି ଜୁଲାଇ ମାସରେ ୱିମ୍ବଲଡନ କ୍ରାଉନ ଜିତି ବିଶ୍ୱ ରେର୍କଡ ସ୍ଥାପନ […]

Rogers Cup Toronto - Day 4

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 10:43 AM IST

ନ୍ୟୟର୍କ : ୟୁଏସ ଓପନର କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତ-ସ୍ୱିସ ଯୋଡି ସାନିଆ-ମାର୍ଟିନା । ୟୁଏସ ଓପନ ମହିଳା ଡବଲ୍ସ ଇଭେଣ୍ଟରେ ଏହି ଯୋଡି ମିଚାଇଲା କ୍ରାଜିକ୍ ଓ ବାର୍ବୋରା ସ୍ତୀରିକୋଭାଙ୍କୁ ୧୩ତମ ସିଡରେ ୬-୩, ୬-୦ ସେଟରେ ପରାସ୍ତ କରିଛନ୍ତି। ଏକ ଘଣ୍ଟା ଧରି ଚାଲିଥିବା ଏହି ମ୍ୟାଚରେ ପ୍ରଥମରୁ ଭାରତ-ସ୍ୱିସ ଯୋଡି ଡଚ୍-ଚେକ୍ ଯୋଡି ଉପରେ ଭାରି ପଡିଥିଲା। ସୂଚନାଯୋଗ୍ୟ ଏହି ଯୋଡି ଜୁଲାଇ ମାସରେ ୱିମ୍ବଲଡନ କ୍ରାଉନ ଜିତି ବିଶ୍ୱ ରେର୍କଡ ସ୍ଥାପନ କରିଥିଲେ।

Related story