ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ସାନିଆଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ: ନିକଟରେ ୱିମ୍ବଲଡନ ଡବଲ୍ସ ଚାମ୍ପିଅନ ହୋଇଥିବା ସାନିଆ ମିର୍ଜାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦିଆଯିବା ପାଇଁ ସୁପାରିଶ କରାଯାଇଛି । ଶନିବାର ତାଙ୍କ ନାମକୁ କ୍ରୀଡା ମନ୍ତ୍ରଣାଳୟକୁ ସୁପାରିଶ କରିଛି ଅଲ ଇଣ୍ଡିଆ ଟେନିସ ଅସୋସିଏସନ (ଏଆଇଟିଏ)। ଜୁନ ମାସରେ ସାନିଆ ମିର୍ଜା ତାଙ୍କ ସାଥୀ ମାର୍ଟିନା ହିଙ୍ଗିସଙ୍କ ସହିତ ମିଶି ୱିମ୍ବଲଡନ ଡବଲ୍ସକୁ ଜିତି ପ୍ରଥମ ମହିଳା ଭାରତୀୟ ଟେନିସ ତାରକା ଭାବେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

sania-mirza

Rakesh Mallick
  • Published: Saturday, 01 August 2015
  • , Updated: 01 August 2015, 02:38 PM IST

ନୂଆଦିଲ୍ଲୀ: ନିକଟରେ ୱିମ୍ବଲଡନ ଡବଲ୍ସ ଚାମ୍ପିଅନ ହୋଇଥିବା ସାନିଆ ମିର୍ଜାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦିଆଯିବା ପାଇଁ ସୁପାରିଶ କରାଯାଇଛି । ଶନିବାର ତାଙ୍କ ନାମକୁ କ୍ରୀଡା ମନ୍ତ୍ରଣାଳୟକୁ ସୁପାରିଶ କରିଛି ଅଲ ଇଣ୍ଡିଆ ଟେନିସ ଅସୋସିଏସନ (ଏଆଇଟିଏ)।

ଜୁନ ମାସରେ ସାନିଆ ମିର୍ଜା ତାଙ୍କ ସାଥୀ ମାର୍ଟିନା ହିଙ୍ଗିସଙ୍କ ସହିତ ମିଶି ୱିମ୍ବଲଡନ ଡବଲ୍ସକୁ ଜିତି ପ୍ରଥମ ମହିଳା ଭାରତୀୟ ଟେନିସ ତାରକା ଭାବେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

Related story