ପାକିସ୍ତାନ ଅଧିନାୟକ ପଦ ବଜାୟ ରଖିଲେ ସର୍ଫରାଜ

କରାଚୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପଟେନ୍ ଭାବେ ସର୍ଫରାଜ ଅହମ୍ମଦ ନିଜ ସ୍ଥାନ ବଜାୟ ରଖିଛନ୍ତି। ସର୍ଫରାଜଙ୍କୁ ପୁଣିଥରେ କ୍ୟାପଟେନ୍ସି ଦେବା ପାଇଁ ପାକିସ୍ତାନର ନୂଆ କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ମିସବା-ଉଲ୍-ହକ୍ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କ୍ରିକେଟ୍ କମିଟି ସୁପାରିସ୍ କରିଥିଲା। ସର୍ଫରାଜଙ୍କ ନିଯୁକ୍ତିକୁ ନେଇ ପିସିବି ଚେୟାରମ୍ୟାନ୍ ସ୍ପଷ୍ଟ କରିଛନ୍ତି। ସେହିପରି ବାବର ଆଜମ ପାକିସ୍ତାନ ଟିମର ଭାଇସ୍-କ୍ୟାପଟେନ୍ ହୋଇଛନ୍ତି। ଆଜମ […]

sarfaraz

sarfaraz

Ranjit Kumar Jena
  • Published: Friday, 13 September 2019
  • Updated: 13 September 2019, 08:39 PM IST

Sports

Latest News

କରାଚୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପଟେନ୍ ଭାବେ ସର୍ଫରାଜ ଅହମ୍ମଦ ନିଜ ସ୍ଥାନ ବଜାୟ ରଖିଛନ୍ତି। ସର୍ଫରାଜଙ୍କୁ ପୁଣିଥରେ କ୍ୟାପଟେନ୍ସି ଦେବା ପାଇଁ ପାକିସ୍ତାନର ନୂଆ କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ମିସବା-ଉଲ୍-ହକ୍ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କ୍ରିକେଟ୍ କମିଟି ସୁପାରିସ୍ କରିଥିଲା। ସର୍ଫରାଜଙ୍କ ନିଯୁକ୍ତିକୁ ନେଇ ପିସିବି ଚେୟାରମ୍ୟାନ୍ ସ୍ପଷ୍ଟ କରିଛନ୍ତି।

ସେହିପରି ବାବର ଆଜମ ପାକିସ୍ତାନ ଟିମର ଭାଇସ୍-କ୍ୟାପଟେନ୍ ହୋଇଛନ୍ତି। ଆଜମ ଏହା ପୂର୍ବରୁ ୨୦୧୨ରେ ଆୟୋଜିତ ଆଇସିସି ଅଣ୍ଡର୍-୧୯ ବିଶ୍ୱକପରେ ପାକିସ୍ତାନ ଟିମର କ୍ୟାପଟେନ୍ ଥିଲେ। ହେଲେ ୨୦୧୫ ପରଠାରୁ ସିନିୟର ଟିମର ନିୟମିତ ସଦସ୍ୟ ରହିଆସିଛନ୍ତି। ସେ ପାକିସ୍ତାନ ପକ୍ଷରୁ ତିନୋଟି ଯାକ ଫର୍ମାଟରେ ଖେଳିଆସୁଛନ୍ତି।

୨୦୧୬ରେ ସର୍ଫରାଜଙ୍କୁ ପାକିସ୍ତାନ ଟି-୨୦ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଥିଲା। ଏହାପରେ ୨୦୧୭ରେ ତାଙ୍କୁ ଦିନିକିଆ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଥିଲା। ତେବେ ୨୦୧୭ରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ତାଙ୍କୁ ସବୁ ଫର୍ମାଟ୍ ପାଇଁ ଟିମର କ୍ୟାପଟେନ୍ କରାଯାଇଥିଲା। ଏପର୍ଯ୍ୟନ୍ତ ସର୍ଫରାଜ ପାକିସ୍ତାନ ପକ୍ଷରୁ ୧୩ ଟେଷ୍ଟ, ୪୮ ଦିନିକିଆ ଏବଂ ୩୪ ଟି-୨୦ ମ୍ୟାଚରେ ଟିମର କ୍ୟାପଟେନ୍ସି କରିସାରିଛନ୍ତି। ତାଙ୍କ ନେତୃତ୍ୱରେ ପାକିସ୍ତାନ ଟେଷ୍ଟରେ ୪, ଦିନିକିଆରେ ୨୬ ଏବଂ ଟି-୨୦ରେ ୨୯ ମ୍ୟାଚ୍ ଜିତିଛି।

ପୁନର୍ବାର କ୍ୟାପଟେନ୍ ହେବା ନେଇ ସର୍ଫରାଜ କହିଛନ୍ତି, କ୍ୟାପଟେନ୍ ଭାବେ ମୋ କାର୍ଯ୍ୟକାଳକୁ ବୃଦ୍ଧି କରାଯିବା ସମ୍ମାନର କଥା। ଟିମର ନୂଆ କୋଚ୍ ମିସବାଙ୍କ ସହ ମୁଁ ଆଗରୁ କ୍ରିକେଟ୍ ଖେଳିସାରିଛି। ଆମେ ମଧ୍ୟ ପରସ୍ପରକୁ ଭଲଭାବେ ଜାଣିଛୁ। ସେ ମଧ୍ୟ ଟିମ୍ ପାଇଁ ଯାହା କରିବେ, ତାହା ନିଶ୍ଚୟ ଭଲ ହେବ। ଆମେ ଦୁହେଁ ମିଶିକି ପାକିସ୍ତାନ ଟିମକୁ ଆଗାମୀ ଦିନରେ ଶୀର୍ଷରେ ପହଞ୍ଚାଇବାକୁ ପ୍ରୟାସ କରିବୁ ବୋଲି ସର୍ଫରାଜ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story