ସେପ୍ଟେମ୍ୱର ୭ରୁ ଫାଲକନ୍ ସୁପର ସିରିଜ ଟେନିସ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରାୟ ୪ବର୍ଷ ବ୍ୟବଧାନରେ ଆୟୋଜିତ ହେବାକୁ ଯାଉଛି ଫାଲକନ୍ ସୁପର ସିରିଜ ଟେନିସ୍ ଟୁର୍ଣ୍ଣାମେଣ୍ଟ। କଳିଙ୍ଗ ଷ୍ଟାଡିୟମରେ ସେପ୍ଟେମ୍ୱର ୭ରୁ ୧୧ଯାଏ ୧୨ବର୍ଷରୁ କମ୍ ବିଭାଗରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ସେହିପରି ସେପ୍ଟେମ୍ୱର ୧୪ରୁ ୧୮ଯାଏ ୧୪ ବର୍ଷରୁ କମ୍ ବିଭାଗରେ ପ୍ରତିଯୋଗିତା ହେବ ବୋଲି ଓଡିଶା ଟେନିସ୍ ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଉଭୟ ବୟସ ବର୍ଗର ବାଳକ ଏବଂ ବାଳିକା ବିଭାଗରେ ଏହି ପ୍ରତିଯୋଗିତା ହେବ।

sports

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 03:14 AM IST

Related story