ସେରେନା ଜିତିଲେ ଷଷ୍ଠ ୱିମ୍ବଲଡନ୍ ଟାଇଟଲ୍

ୱିମ୍ବଲଡନ୍: ଷଷ୍ଠଥର ପାଇଁ ୱିମ୍ବଲଡନ୍ ଟାଇଟଲ୍ ହାସଲ କରିଛନ୍ତି ସେରେନା ୱିଲିୟମ୍ସ। ସ୍ପେନର ଗାର୍ବିନ୍ ମୁଗୁରୁଜାଙ୍କୁ ୬-୪,୬-୪ ସେଟରେ ପରାସ୍ତ କରି ସେ ଏହି ଟାଇଟଲ ହାସଲ କରିଛନ୍ତି। ଏହା ସହିତ ମୁଗୁରୁଜାଙ୍କର ପ୍ରଥମ ଥର ପାଇଁ ୱିମ୍ବଲଡନ୍ ଟାଇଟଲ ହାସଲ କରିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି।

ସେରେନା ସେମିରେ ସାରାପୋଭାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେହିଭଳି ମୁଗୁରୁଜା ପୋଲାଣ୍ଡର ଅଗ୍ନିସ୍କା ରାଦୱାନସ୍କାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଏହା ସହିତ ୧୯୯୬ ପରେ ସେ ସ୍ପେନର ପ୍ରଥମ ମହିଳା ଭାବେ ୱିମ୍ବଲଡନର ଫାଇନାଲରେ ପ୍ରବେଶ କରିଥିଲେ।

ଆହୁରି ପଢ଼ନ୍ତୁ

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ