ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ୬ଜଣଙ୍କୁ ପରିବର୍ତ୍ତନ କଲା ଅଷ୍ଟ୍ରେଲିଆ

ଆଡିଲେଡ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ୬ଜଣଙ୍କୁ ପରିବର୍ତ୍ତନ କରିଛି। ବ୍ୟାଟ୍ସମ୍ୟାନ ପିଟର ହାଣ୍ଡସ୍କୋମ୍ବ, ଏନ. ମେଡିସନ୍‌ ଏବଂ ଏମ୍‌. ରେନସା ଏହି ଟେଷ୍ଟରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅସନ୍ତା ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ।

Australia

Rakesh Mallick
  • Published: Sunday, 20 November 2016
  • , Updated: 20 November 2016, 09:04 PM IST

ଆଡିଲେଡ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ୬ଜଣଙ୍କୁ ପରିବର୍ତ୍ତନ କରିଛି। ବ୍ୟାଟ୍ସମ୍ୟାନ ପିଟର ହାଣ୍ଡସ୍କୋମ୍ବ, ଏନ. ମେଡିସନ୍‌ ଏବଂ ଏମ୍‌. ରେନସା ଏହି ଟେଷ୍ଟରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଅସନ୍ତା ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ।

Related story