ବଦଳିଗଲା କ୍ରିକେଟର୍ ଶ୍ରୀସାନ୍ଥଙ୍କ ଲୁକ୍‌,  କ୍ରିକେଟ୍‌ ଛାଡ଼ି ଏବେ ଫିଲ୍ମରେ

ନୂଆଦିଲ୍ଲୀ: କ୍ରିକେଟ୍‌ରେ ଆଜୀବନ ବ୍ୟାନ୍‌ର ସାମ୍ନା କରୁଥିବା ଭାରତର ପୂର୍ବତନ କ୍ରିକେଟ୍ ଖେଳାଳି ଶ୍ରୀସାନ୍ତଙ୍କ ଚେହେରା ଏହା ଭିତରେ ଅନେକ ବଦଳି ଯାଇଛି। ତାଙ୍କ ଲୁକ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। କ୍ରିକେଟ୍‌ରୁ ବିଦାୟ ନେବା ପରେ ଶ୍ରୀସାନ୍ତ ଏବେ ଏକ ଅଲଗା ଇନିଂସ୍ ଆରମ୍ଭ କରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ସେ ସିକ୍ସ ପ୍ୟାକ୍‌ ବଡି ମଧ୍ୟ ବନେଇଛନ୍ତି। ସୂଚନା ଅନୁସାରେ, ୩୪ ବର୍ଷୀୟ ଶ୍ରୀସାନ୍ତ ଖୁବ୍‌ଶୀଘ୍ର କନ୍ନଡ଼ ଫିଲ୍ମ କେମ୍ପାଗୌଡ଼ା-୨ରେ […]

2018_7image_10_10_3280618406-ll

2018_7image_10_10_3280618406-ll

Rakesh Mallick
  • Published: Monday, 09 July 2018
  • Updated: 09 July 2018, 08:04 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ୍‌ରେ ଆଜୀବନ ବ୍ୟାନ୍‌ର ସାମ୍ନା କରୁଥିବା ଭାରତର ପୂର୍ବତନ କ୍ରିକେଟ୍ ଖେଳାଳି ଶ୍ରୀସାନ୍ତଙ୍କ ଚେହେରା ଏହା ଭିତରେ ଅନେକ ବଦଳି ଯାଇଛି। ତାଙ୍କ ଲୁକ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। କ୍ରିକେଟ୍‌ରୁ ବିଦାୟ ନେବା ପରେ ଶ୍ରୀସାନ୍ତ ଏବେ ଏକ ଅଲଗା ଇନିଂସ୍ ଆରମ୍ଭ କରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ସେ ସିକ୍ସ ପ୍ୟାକ୍‌ ବଡି ମଧ୍ୟ ବନେଇଛନ୍ତି। ସୂଚନା ଅନୁସାରେ, ୩୪ ବର୍ଷୀୟ ଶ୍ରୀସାନ୍ତ ଖୁବ୍‌ଶୀଘ୍ର କନ୍ନଡ଼ ଫିଲ୍ମ କେମ୍ପାଗୌଡ଼ା-୨ରେ ଅଭିନୟ କରିବାକୁ ଯାଉଛନ୍ତି।

ଦେଖନ୍ତୁ ଶ୍ରୀସାନ୍ତଙ୍କର ଏହି ଫଟୋକୁ। ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଫଟୋଟି  ଏବେ ଖୁବ୍‌ ଚର୍ଚ୍ଚା ସାଉଁଟୁଛି। ଶ୍ରୀସାନ୍ତଙ୍କର ସିକ୍ସ ପ୍ୟାକ୍‌ବାଲା ବଡିକୁ ଦେଖି ଅନେକ୍ ପରିହାସ ଛଳରେ କହୁଛନ୍ତି ଯେ, ହରଭଜନ ଏବେ ଆଉ ଶ୍ରୀସାନ୍ତଙ୍କ ସହିତ ପଙ୍ଗା ନେଇପାରିବେ ନାହିଁ।

ପ୍ରକାଶ ଥାଉକି, ୨୦୦୮ରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ହରଭଜନ ସିଂହ ସମସ୍ତଙ୍କ ସାମ୍ନାରେ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣାପରେ ବିସିସିଆଇ ଶ୍ରୀସାନ୍ତଙ୍କୁ ସତର୍କବାଣୀ ଶୁଣାଇବା ସହିତ ହରଭଜନଙ୍କ ଉପରେ ପୂରା ସିଜନ୍‌ ପାଇଁ ବ୍ୟାନ୍ ଲଗାଇଥିଲା। ଶ୍ରୀସାନ୍ତ ଭାରତ ପାଇଁ ୨୭ ଟେଷ୍ଟ, ୫୩ ୱାନ୍‌ଡେ ଓ ୧୦ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ସେ ଟେଷ୍ଟରେ-୮୭ଟି ୱିକେଟ୍‌, ୱାନ୍‌ଡେରେ ୭୫ଟି ଓ ଟି-୨୦ରେ ୭ ୱିକେଟ୍‌ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story