ରାଉରକେଲା: ରାଜ୍ୟ ସ୍ତରୀୟ ଜୁନିଅର ହକି ନେହେରୁ କପ୍ ଚାମ୍ପିଅନସିପ୍ ଉଦଘାଟିତ

ରାଉରକେଲା: ରାଉରକେଲା ଷ୍ଟେଟ୍ ସ୍ପୋର୍ଟ ହଷ୍ଟେଲ୍ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ଜୁନିଅର ହକି ନେହେରୁ କପ୍ ଚାମ୍ପିଅନସିପ୍ ଉଦଘାଟିତ ହୋଇଯାଇଛି। ଅଲିମ୍ପିଆନ୍ ମାଇକେଲ୍ କିଣ୍ତୋ ଏହି ପ୍ରତିଯୋଗିତାକୁ ଉଦଘାଟନ୍ କରିଛନ୍ତି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବାଳକ ବାଳିକା ବର୍ଗରେ ସମୁଦାୟ ୨୦ଟି ଦଳ ଯୋଗ ଦେଇଛନ୍ତି। ଏହି ପ୍ରତିଯୋଗିତା ୩ ଦିନ ଧରି ଚାଲିବ।

hockey-gerenic700

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 02:17 PM IST

Related story