ଷ୍ଟିଭ୍ ସ୍ମିଥ୍ ଆଇସିସି କ୍ରିକେଟର ଅଫ୍ ଦି ଇୟର

ଦୁବାଇ: ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କୁ ସମ୍ମାନଜନକ ‘ଆଇସିସି କ୍ରିକେଟର ଅଫ ଦି ଇୟର-୨୦୧୫’ ହୋଇଛନ୍ତି। ବୁଧବାର ଏ ନେଇ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ଚଳିତ ସିଜିନରେ ସ୍ମିଥ ୮୨.୫୭ ହାରରେ ୧,୭୩୪ ରନ୍ କରିଛନ୍ତି। ଏଥିରେ ୭ଟି ଶତକୀୟ ପାରି ରହିଛି। ସେହିପରି ୨୦୧୪ ସେପ୍ଟେମ୍ବର ୧୮ରୁ ୨୦୧୫ ସେପ୍ଟେମ୍ବର ୧୩ ମଧ୍ୟରେ ସ୍ମିଥ୍ ୨୫ଟି ଦିନିକିଆ ଖେଳି ୪ଟି ଶତକ ସହ ୧,୨୪୯ ରନ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ୨୦୧୪ରେ ମିଚେଲ […]

england-v-australia-natwest-international-t20_92f62da4-a946-11e5-88cc-d150a333af9b

Rakesh Mallick
  • Published: Wednesday, 23 December 2015
  • , Updated: 24 December 2015, 07:04 AM IST

ଦୁବାଇ: ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କୁ ସମ୍ମାନଜନକ ‘ଆଇସିସି କ୍ରିକେଟର ଅଫ ଦି ଇୟର-୨୦୧୫’ ହୋଇଛନ୍ତି। ବୁଧବାର ଏ ନେଇ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ଚଳିତ ସିଜିନରେ ସ୍ମିଥ ୮୨.୫୭ ହାରରେ ୧,୭୩୪ ରନ୍ କରିଛନ୍ତି। ଏଥିରେ ୭ଟି ଶତକୀୟ ପାରି ରହିଛି। ସେହିପରି ୨୦୧୪ ସେପ୍ଟେମ୍ବର ୧୮ରୁ ୨୦୧୫ ସେପ୍ଟେମ୍ବର ୧୩ ମଧ୍ୟରେ ସ୍ମିଥ୍ ୨୫ଟି ଦିନିକିଆ ଖେଳି ୪ଟି ଶତକ ସହ ୧,୨୪୯ ରନ ସଂଗ୍ରହ କରିଛନ୍ତି।

ଅଷ୍ଟ୍ରେଲିଆ ପକ୍ଷରୁ ୨୦୧୪ରେ ମିଚେଲ ଜନସନ ଓ ୨୦୧୩ରେ ମାଇକେଲ କ୍ଲାର୍କ ଏହି ସମ୍ମାନଜନକ ପୁରସ୍କାର ପାଇଥିଲେ।

Related story