ଟିମ୍ ଇଣ୍ଡିଆ ବୋଲିଂ କୋଚ୍ ପାଇଁ ଆବେଦନ କଲେ ସୁନୀଲ ଯୋଶୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ସ୍ପିନର ସୁନୀଲ ଯୋଶୀ ଜାତୀୟ ଟିମର ବୋଲିଂ କୋଚ୍ ପାଇଁ ଆବେଦନ କରିଛନ୍ତି। ଯୋଶୀଙ୍କ କହିବା ଅନୁଯାୟୀ, ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ସ୍ପିନ୍ ବିଶେଷଜ୍ଞର ଆବଶ୍ୟକତା ରହିଛି। କୋହଲିଙ୍କ ସହ ବିବାଦ କାରଣରୁ ୨୦୧୭ ଚାମ୍ପିଅନ୍ସ ଟ୍ରଫି ପରେ ମୁଖ୍ୟ କୋଚ୍ ପଦରୁ ଅନୀଲ କୁମ୍ବଲେ ହଟିବା ପରେ ଭାରତୀୟ ଟିମ୍ ସହ କୌଣସି ସ୍ପିନ୍ ବିଶେଷଜ୍ଞ ନାହାନ୍ତି। ପିଟିଆଇକୁ ସାକ୍ଷାତ ଦେଇ ଯୋଶୀ କହିଛନ୍ତି, ମୁଁ ବୋଲିଂ କୋଚ୍ […]

joshi

joshi

Ranjit Kumar Jena
  • Published: Tuesday, 06 August 2019
  • Updated: 06 August 2019, 06:43 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ ସ୍ପିନର ସୁନୀଲ ଯୋଶୀ ଜାତୀୟ ଟିମର ବୋଲିଂ କୋଚ୍ ପାଇଁ ଆବେଦନ କରିଛନ୍ତି। ଯୋଶୀଙ୍କ କହିବା ଅନୁଯାୟୀ, ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ସ୍ପିନ୍ ବିଶେଷଜ୍ଞର ଆବଶ୍ୟକତା ରହିଛି। କୋହଲିଙ୍କ ସହ ବିବାଦ କାରଣରୁ ୨୦୧୭ ଚାମ୍ପିଅନ୍ସ ଟ୍ରଫି ପରେ ମୁଖ୍ୟ କୋଚ୍ ପଦରୁ ଅନୀଲ କୁମ୍ବଲେ ହଟିବା ପରେ ଭାରତୀୟ ଟିମ୍ ସହ କୌଣସି ସ୍ପିନ୍ ବିଶେଷଜ୍ଞ ନାହାନ୍ତି।

ପିଟିଆଇକୁ ସାକ୍ଷାତ ଦେଇ ଯୋଶୀ କହିଛନ୍ତି, ମୁଁ ବୋଲିଂ କୋଚ୍ ପାଇଁ ଆବେଦନ କରିଛି। ବାଂଲାଦେଶ ସହ ଅଢ଼େଇ ବର୍ଷର ସଫଳ କାର୍ଯ୍ୟକାଳ ପରେ ପରବର୍ତ୍ତୀ ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ। ଭାରତୀୟ ଟିମରେ ଲମ୍ବା ସମୟ ଧରି କୌଣସି ସ୍ପିନ୍ ବୋଲିଂ କୋଚ୍ ନାହାନ୍ତି ଏବଂ ଏଭଳି ସ୍ଥିତିରେ ମୋର ବିଶେଷଜ୍ଞତା ଉପରେ ବିଚାର କରାଯିବ ବୋଲି ଆଶା।

ଅଧିକାଂଶ ଅନ୍ତର୍ଜାତୀୟ ଟିମ୍ ସହ ବିଶେଷଜ୍ଞ ସର୍ପୋଟ୍ ଷ୍ଟାଫ୍ ରହିଥାନ୍ତି। ତେଣିକି ତାହା ପେସ୍ ବୋଲିଂ ହେଉ କିମ୍ବା ସ୍ପିନ୍ ବୋଲିଂ କୋଚ୍ ହେଉ। ଭାରତୀୟ ଟିମକୁ ମଧ୍ୟ ଏହାର ଆବଶ୍ୟକତା ରହିଛି ବୋଲି ଯୋଶୀ କହିଛନ୍ତି। ବିଶ୍ୱକପ୍ ପରେ ଏହି ପୂର୍ବତନ ସ୍ପିନରଙ୍କ ବାଂଲାଦେଶ ସହ କାର୍ଯ୍ୟକାଳ ଶେଷ ହୋଇଛି।

ଅନ୍ତର୍ଜାତୀୟ ଏବଂ ଘରୋଇ ଟିମକୁ କୋଚିଂ ଦେବା ପୂର୍ବରୁ ଯୋଶୀ ୧୯୯୬ରୁ ୨୦୦୧ ମଧ୍ୟରେ ଭାରତ ପକ୍ଷରୁ ୧୫ ଟେଷ୍ଟରେ ୩୫.୮୫ ହାରରେ ୪୧ ଏବଂ ୬୯ ଦିନିକିଆରେ ୩୬.୩୬ ହାରରେ ୬୯ ୱିକେଟ୍ ନେଇଛନ୍ତି। କର୍ଣ୍ଣାଟକର ଏହି ପୂର୍ବତନ ସ୍ପିନର୍ ପ୍ରଥମଶ୍ରେଣୀ କ୍ରିକେଟରେ ୧୬୦ ମ୍ୟାଚ୍ ଖେଳି ୨୫.୧୨ ହାରରେ ୬୧୫ ୱିକେଟ୍ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story