ମଞ୍ଜୁଳା ମିଶ୍ର ରାଜ୍ୟ ଓପନ୍ ବ୍ଲିଜ୍ ଓପନ୍ ଚେସ୍‌: ସ୍ୱୟମ୍ସ ମିଶ୍ର ଚାମ୍ପିୟନ୍‌

ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଚାଲିଥିବା ଏକଦିବସୀୟ ବ୍ଲିଜ୍ ଚେସ୍ ପ୍ରତିଯୋଗିତାରେ ଓଡ଼ିଶାର ଦ୍ୱିତୀୟ ଗ୍ରାଣ୍ଡମାଷ୍ଟର ସ୍ୱୟମ୍ସ ମିଶ୍ର ୭ ରାଉଣ୍ଡରୁ ୭ ପଏଣ୍ଟ ପାଇ ଚାମ୍ପିୟନ୍ ହୋଇଛନ୍ତି। ମନିଷ କୁମାର, ସଞ୍ଜୀବନ ନାୟକ, ନିଲସୁ ପଟ୍ଟନାୟକ, ଏମ୍ ସତ୍ୟକାମ, ପ୍ରିୟଂଶ ଦାସ, ଦେବୀପ୍ରସାଦ ନାୟକ, ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ୬ ପଏଣ୍ଟ ପାଇ ଟାଇବ୍ରେକର ପଦ୍ଧତିରେ ଯଥାକ୍ରମେ ଦ୍ୱିତୀୟରୁ ଅଷ୍ଟମ ସ୍ଥାନରେ ରହିଥିଲେ। ଜଗଦୀଶ ବାରିକ ଓ ବିବେକ […]

chess

chess

Ranjit Kumar Jena
  • Published: Tuesday, 17 December 2019
  • Updated: 17 December 2019, 09:06 PM IST

Sports

Latest News

ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଚାଲିଥିବା ଏକଦିବସୀୟ ବ୍ଲିଜ୍ ଚେସ୍ ପ୍ରତିଯୋଗିତାରେ ଓଡ଼ିଶାର ଦ୍ୱିତୀୟ ଗ୍ରାଣ୍ଡମାଷ୍ଟର ସ୍ୱୟମ୍ସ ମିଶ୍ର ୭ ରାଉଣ୍ଡରୁ ୭ ପଏଣ୍ଟ ପାଇ ଚାମ୍ପିୟନ୍ ହୋଇଛନ୍ତି। ମନିଷ କୁମାର, ସଞ୍ଜୀବନ ନାୟକ, ନିଲସୁ ପଟ୍ଟନାୟକ, ଏମ୍ ସତ୍ୟକାମ, ପ୍ରିୟଂଶ ଦାସ, ଦେବୀପ୍ରସାଦ ନାୟକ, ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ୬ ପଏଣ୍ଟ ପାଇ ଟାଇବ୍ରେକର ପଦ୍ଧତିରେ ଯଥାକ୍ରମେ ଦ୍ୱିତୀୟରୁ ଅଷ୍ଟମ ସ୍ଥାନରେ ରହିଥିଲେ। ଜଗଦୀଶ ବାରିକ ଓ ବିବେକ କୁମାର ତିବରେୱାଲ ୫,୫ ପଏଣ୍ଟ ସହ ନବମ ଏବଂ ଦଶମ ସ୍ଥାନ ଅଧିକାର କରିଥିଲେ।

ସେହିପରି ଭେଟେରାନ୍ ବର୍ଗରେ ଏନ୍ ସୁନ୍ଦର ରାଜନ, ୬ ବର୍ଷରୁ କମ୍ ବୟସ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ ଓ ସ୍ମୃତିରଞ୍ଜନ ସାହୁ, ୭ ବର୍ଷରୁ କମ୍ ବର୍ଗରେ ଆର୍ୟଣନ୍ ବେହେରା ଓ ହର୍ଷିତା ସିଂ, ୯ ବର୍ଷରୁ କମ୍ ବର୍ଗରେ ଆଦିତ୍ୟ ବିକ୍ରମ ମିଶ୍ର ଓ ଶ୍ରଦ୍ଧା ମିଶ୍ର, ୧୧ ବର୍ଷରୁ କମ୍ ବର୍ଗରେ କୌସ୍ତୁଭ ଦାଶ ଓ ୟଶିତା ରାଉତ, ୧୩ ବର୍ଷରୁ କମ୍ ବର୍ଗରେ ସୌରଭ କର ଓ ପି. ସାଇରୁପା ଯଥାକ୍ରମେ ବାଳକ ଓ ବାଳିକାରେ ଚାମ୍ପିୟନ୍ ହୋଇଥିଲେ। ଅଙ୍କିତ ସାହୁ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ନିପୁନ ଆଦିତ୍ୟ ମହାନ୍ତି ଦିବ୍ୟାଙ୍ଗ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

ଉଦଘାଟନୀ ଉତ୍ସବରେ ରଞ୍ଜନ ମହାପାତ୍ର, ଅଜୟ ନାୟକ ଓ ବିନୋଦିନୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବରେ ରାଜ୍ୟ ମୁକ୍ୟ ନିର୍ବାଚନ ଅଧିକାରୀ ତଥା ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଚେସ୍ ସଂଘର ସମ୍ପାଦକ ତଥା ଏସଆର୍ ଚେସ୍ ସେଣ୍ଟରର ସଭାପତି ଶୁଭାଶିଷ ପଟ୍ଟନାୟକ, ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ଆମ ପରିବାର ଅନୁଷ୍ଠାନର ନଳିନୀ ପଟ୍ଟନାୟକ, ରାଜନାରାୟଣ ତ୍ରିପାଠୀ, ମହେଶ୍ୱର ମିଶ୍ର ଉପସ୍ଥିତ ଥିଲେ।

ପ୍ରତିଯୋଗିତାକୁ ଅନ୍ତର୍ଜାତୀୟ ଆର୍ବିଟର୍ ତାପସ ମହାନ୍ତି, ଫିଡେ ଆର୍ବିଟର୍ ଜ୍ୟୋତିଶଙ୍କର ପନ୍ତ ପରିଚାଳନା କରିଥିଲେ । ସତ୍ୟଜିତ୍ ପଟ୍ଟନାୟକ, ପ୍ରଶାନ୍ତ ଜେନା, ଅବିନାଶ ଦାସ, ପ୍ରଣବ ମହାନ୍ତି, ସୂର୍ଯ୍ୟମିତ୍ର ସେନ୍ ଏବଂ ଆଶୁତୋଷ ବିଶ୍ୱାଳ ସହଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story