ଗୁରୁବାରଠାରୁ ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟି୨୦ ଟୁର୍ଣ୍ଣାମେଣ୍ଟ

କଟକ (ଦେବାଶିଷ ମହାନ୍ତି): ଗୁରୁବାରଠାରୁ କଟକରେ ଆରମ୍ଭ ହେବ ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ପ୍ରର୍ଯ୍ୟାୟ ମ୍ୟାଚ୍‌। ଗ୍ରୁପ ଡିର ସମସ୍ତ ମ୍ୟାଚ କଟକରେ ହିଁ ଖେଳାଯିବାକୁ ଥିବାବେଳେ ଏଥିରେ ଓଡ଼ିଶା ସମେତ ୮ଟି ଦଳ ଅଂଶଗ୍ରହଣ କରିବେ। ରଣଜୀ ସିଜନରେ ଉଚ୍ଚମାନର ପ୍ରଦର୍ଶନ ପରେ, ଟିମ୍ ଓଡ଼ିଶା ଟି୨୦ରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି। ଅନ୍ୟପକ୍ଷରେ ମ୍ୟାଚ ପୂର୍ବରୁ ସମସ୍ତ ଦଳ […]

barabati

barabati

Subrat Kumar Nayak
  • Published: Wednesday, 20 February 2019
  • Updated: 20 February 2019, 08:31 PM IST

Sports

Latest News

କଟକ (ଦେବାଶିଷ ମହାନ୍ତି): ଗୁରୁବାରଠାରୁ କଟକରେ ଆରମ୍ଭ ହେବ ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ପ୍ରର୍ଯ୍ୟାୟ ମ୍ୟାଚ୍‌। ଗ୍ରୁପ ଡିର ସମସ୍ତ ମ୍ୟାଚ କଟକରେ ହିଁ ଖେଳାଯିବାକୁ ଥିବାବେଳେ ଏଥିରେ ଓଡ଼ିଶା ସମେତ ୮ଟି ଦଳ ଅଂଶଗ୍ରହଣ କରିବେ।

ରଣଜୀ ସିଜନରେ ଉଚ୍ଚମାନର ପ୍ରଦର୍ଶନ ପରେ, ଟିମ୍ ଓଡ଼ିଶା ଟି୨୦ରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି। ଅନ୍ୟପକ୍ଷରେ ମ୍ୟାଚ ପୂର୍ବରୁ ସମସ୍ତ ଦଳ ନେଟ୍ସ ଆରମ୍ଭ କରିସାରିଛନ୍ତି।

ଗୁରୁବାରଠାରୁ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଓଡ଼ିଶା ମଧ୍ୟ ଜୋରଦାର ପ୍ରାକ୍ଟିସ୍‌ ଆରମ୍ଭ କରିସାରିଛି। ଘରୋଇ ପରିବେଶର ଫାଇଦା ନେବା ଚକ୍କରରେ ଥିବା ଟିମ୍ ଓଡ଼ିଶା ଯୁବ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଖେଳିବ। ୟଙ୍ଗ୍ ବ୍ରିଗେଡଙ୍କୁ ନେଇ ଓଡ଼ିଶା ମୈଦାନକୁ ଓହ୍ଲାଇବାକୁ ଥିବାବେଳେ ଦଳରେ ଅଭିଜ୍ଞ ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଭଳି ଖେଳାଳି ଏହି ଦଳରେ ଅଛନ୍ତି।

ଗ୍ରୁପ ଡିରେ ଟିମ୍ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, କର୍ଣ୍ଣାଟକା, ହରିୟାଣା, ଛତିଶଗଡ଼, ମିଜୋରାମ, ଅରୁଣାଚଳ ପ୍ରଦେଶ ଓ ଆସାମ ସ୍ଥାନ ପାଇଛନ୍ତି। ପ୍ରତିଦିନ ବାରବାଟୀ ଓ ଡ୍ରିମ୍ସ ଗ୍ରାଉଣ୍ଡରେ ଚାରିଟି ଲେଖାଏ ମ୍ୟାଚ ଖେଳାଯିବ। ଗୁରୁବାର ଓଡ଼ିଶାର ପ୍ରଥମ ମ୍ୟାଚ୍‌ରେ ଛତିଶଗଡ଼କୁ ଭେଟିବ। ଏହି ମ୍ୟାଚ୍‌ ଜିତିବା ପାଇଁ ଉଭୟ ଦଳ ଜୋରଦାର ଅଭ୍ୟାସ ଆରମ୍ଭ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story