ବାରବାଟୀରେ ନଭେମ୍ୱରରେ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ମ୍ୟାଚ୍ ବାତିଲ୍‌!

କଟକ: କଟକ ବାରବାଟୀରେ ହେବନି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ କ୍ରିକେଟ୍ ମ୍ୟାଚ୍। ନଭେମ୍ବର ୪ରେ ବାରବାଟୀରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏହି ଦିନ ବାଲିଯାତ୍ରା ଆରମ୍ଭ ହେଉଥିବାରୁ ଆୟୋଜନ ସମ୍ଭବ ନୁହେଁ ବୋଲି ଓସିଏ କହିଛି। ଆଉ ଏନେଇ ବିସିସିଆଇକୁ ଚିଠି ଲେଖି ଜଣାଇ ଦେଇଛି। ଏଥିସହ ଶ୍ରୀଲଙ୍କା ସହ ଯେକୌଣସି ମ୍ୟାଚ ଲାଗି ଅନୁରୋଧ କରାଯାଇଥିବା ଓସିଏର ଅସ୍ଥାୟୀ ପରିଚାଳନା କମିଟି ଅଧ୍ୟକ୍ଷ ଧିରେନ୍ ପଲେଇ ସୂଚନା ଦେଇଛନ୍ତି।

barabati

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 01:29 PM IST

Related story