ବାରବାଟୀ ଟି-ଟ୍ୱେଣ୍ଟି ପାଇଁ କାଉଣ୍ଟ ଡାଉନ୍‌ ଷ୍ଟାର୍ଟ: ଜାଣନ୍ତୁ କେବେ ପହଞ୍ଚିବେ ଉଭୟ ଦଳର ଖେଳାଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ଶ୍ରାଲଙ୍କା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ସାଧାରଣଲୋକଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି ହେବ। ସେପଟେ ଆସନ୍ତା ୧୮ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଦଳ। ସେପଟେ ବାରବାଟୀ ଟି-ଟ୍ୱେଣ୍ଟି ନେଇ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଆଜି ଅନୁଧ୍ୟାନ କରିଛନ୍ତି। କ୍ରୀଡାମନ୍ତ୍ରୀ ବାରବାଟୀ ଷ୍ଟାଡିୟମ ଯାଇ ଓସିଏ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହାସହ ସୁରକ୍ଷା ବ୍ୟବସ୍ଥା ନେଇ […]

4oriBARABATI

Rakesh Mallick
  • Published: Friday, 15 December 2017
  • , Updated: 15 December 2017, 08:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ଶ୍ରାଲଙ୍କା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ସାଧାରଣଲୋକଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି ହେବ। ସେପଟେ ଆସନ୍ତା ୧୮ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଦଳ। ସେପଟେ ବାରବାଟୀ ଟି-ଟ୍ୱେଣ୍ଟି ନେଇ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଆଜି ଅନୁଧ୍ୟାନ କରିଛନ୍ତି। କ୍ରୀଡାମନ୍ତ୍ରୀ ବାରବାଟୀ ଷ୍ଟାଡିୟମ ଯାଇ ଓସିଏ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହାସହ ସୁରକ୍ଷା ବ୍ୟବସ୍ଥା ନେଇ ପଚାରୀ ବୁଝିଥିଲେ। ଏଥିରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ଜିଲ୍ଲାପାଳ ଏବଂ ଓସିଏ ଅଧିକାରୀ ଉପସ୍ଥିତ ଥିଲେ।

https://www.youtube.com/watch?v=apPlEzTd2hg

Related story