ଜବାହାର ନେହେରୁ ଷ୍ଟାଡିୟମରେ ଆରମ୍ଭ ହେଲା ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ଚାମ୍ପିଅନସିପ

କଟକ: ଜବାହାରଲାଲ ନେହେରୁ ଇଣ୍ତୋର ଷ୍ଟାଡ଼ିୟମରେ ଜାତୀୟ ସ୍ତରୀୟ ଟାଇକୋଣ୍ତୋ ଚାମ୍ପିଅନସିପ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ରାଜ୍ୟର ସିଆରପିଏଫ ଓ ସେନା ପକ୍ଷରୁ ୯୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ମାହାଙ୍ଗା ବିଧାୟକ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଚାମ୍ପିଅନସିପକୁ ଉଦଘାଟନ କରିଥିଲେ। ଆସନ୍ତା ୧୮ ତାରିଖ ଯାଏଁ ଏହି ଚାମ୍ପିଅନସିପ ଚାଲିବ।

taikonda

Rakesh Mallick
  • Published: Wednesday, 16 December 2015
  • , Updated: 16 December 2015, 06:21 AM IST

Related story