ରାସ୍ତାରେ ଫସିଲା ଟିମ୍‌ ଇଣ୍ଡିଆ ବସ୍‌

କଟକ(ଓଡ଼ିଶା ରିପୋର୍ଟର): ଫଟାଫଟ୍‌ ଫର୍ମାଟ୍‌ରେ କିଛି ସମୟ ପରେ ବାରବାଟୀରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌। ତେଣୁ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ଛାଡ଼ିଥିଲେ ଶ୍ରୀଲଙ୍କା ଓ ଟିମ୍‌ ଇଣ୍ଡିଆ ଖେଳାଳି। ଶ୍ରୀଲଙ୍କା ଖେଳାଳିଙ୍କ ବସ୍‌ଟି ଠିକ୍‌ ସମୟରେ ବାରବାଟୀରେ ପହଞ୍ଚିଥିଲା। ମାତ୍ର କଟକ ତେଲେଙ୍ଗାପେଣ୍ଠ ନିକଟରେ ଟିମ୍‌ ଇଣ୍ଡିଆ ବସ୍‌ଟି ଫସି ଯାଇଥିଲା। ରାସ୍ତାରେ ପ୍ରବଳ ଭିଡ଼ ହୋଇଥିବାରୁ ବସ୍‌ ଆଗକୁ ଯାଇପାରିନଥିଲା। ପରେ ରାସ୍ତା କ୍ଲିଅର ହେବା ପରେ ବାରବାଟୀ ଅଭିମୁଖେ ବସ୍‌ ଯାଇଥିଲା। […]

dolphin bus

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 10:34 PM IST

କଟକ(ଓଡ଼ିଶା ରିପୋର୍ଟର): ଫଟାଫଟ୍‌ ଫର୍ମାଟ୍‌ରେ କିଛି ସମୟ ପରେ ବାରବାଟୀରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌। ତେଣୁ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ଛାଡ଼ିଥିଲେ ଶ୍ରୀଲଙ୍କା ଓ ଟିମ୍‌ ଇଣ୍ଡିଆ ଖେଳାଳି। ଶ୍ରୀଲଙ୍କା ଖେଳାଳିଙ୍କ ବସ୍‌ଟି ଠିକ୍‌ ସମୟରେ ବାରବାଟୀରେ ପହଞ୍ଚିଥିଲା। ମାତ୍ର କଟକ ତେଲେଙ୍ଗାପେଣ୍ଠ ନିକଟରେ ଟିମ୍‌ ଇଣ୍ଡିଆ ବସ୍‌ଟି ଫସି ଯାଇଥିଲା। ରାସ୍ତାରେ ପ୍ରବଳ ଭିଡ଼ ହୋଇଥିବାରୁ ବସ୍‌ ଆଗକୁ ଯାଇପାରିନଥିଲା। ପରେ ରାସ୍ତା କ୍ଲିଅର ହେବା ପରେ ବାରବାଟୀ ଅଭିମୁଖେ ବସ୍‌ ଯାଇଥିଲା। ୩୦ ମିନିଟ୍‌ ବିଳମ୍ୱରେ ଟିମ୍‌ ଇଣ୍ଡିଆ ଖେଳାଳି ବାରବାଟୀରେ ପହଞ୍ଚିଥିଲେ।

Related story