ଭୁବନେଶ୍ୱରରେ ଟିମ୍‌ ଇଣ୍ଡିଆ: କଳିଙ୍ଗ ଷ୍ଟାଡ଼ିୟମରେ କାଲି ଠାରୁ ଅଭ୍ୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡିସେମ୍ବର ୧ରୁ ଆରମ୍ଭ ହେବ ବିଶ୍ୱ ହକି ଲିଗ ଫାଇନାଲ। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଭାରତୀୟ ଟିମ୍। କଳିଙ୍ଗ ଷ୍ଟାଡିୟମରେ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। କ୍ୟାପଟେନ ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ପହଞ୍ଚିଛି ଟିମ ଇଣ୍ଡିଆ। ଏହି ଦଳରେ ୩ ଜଣ ଓଡ଼ିଆ ଖେଳାଳି ଅଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଦୀପସାନ ତିର୍କି। ଏହି ତିନଜଣ ଖେଳାଳି ମଧ୍ୟ ଭାରତୀୟ ଟିମ୍ ସହ ଭୁବନେଶ୍ୱରରେ […]

hockey team

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 06:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡିସେମ୍ବର ୧ରୁ ଆରମ୍ଭ ହେବ ବିଶ୍ୱ ହକି ଲିଗ ଫାଇନାଲ। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଭାରତୀୟ ଟିମ୍। କଳିଙ୍ଗ ଷ୍ଟାଡିୟମରେ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। କ୍ୟାପଟେନ ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ପହଞ୍ଚିଛି ଟିମ ଇଣ୍ଡିଆ। ଏହି ଦଳରେ ୩ ଜଣ ଓଡ଼ିଆ ଖେଳାଳି ଅଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଦୀପସାନ ତିର୍କି। ଏହି ତିନଜଣ ଖେଳାଳି ମଧ୍ୟ ଭାରତୀୟ ଟିମ୍ ସହ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତା କାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ୍‌ ଆରମ୍ଭ କରିବ ଟିମ୍। ବିଶ୍ୱ ହକି ଲିଗରେ ୮ଟି ଦେଶ ଅଂଶଗ୍ରହଣ କରୁଛନ୍ତି।

 

Related story