ଓଡ଼ିଶାରେ ହେବ ଟେନିସ ପ୍ରିମିୟର ଲିଗ୍

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମଥର ପାଇଁ ଖେଳାଯିବ ଟେନିସ ପ୍ରମିୟର ଲିଗ୍।  ୩୨ଜଣ ଖେଳାଳିଙ୍କୁ ନେଇ ୮ଟି ଦଳ ଓ ୪ଟି ବର୍ଗରେ ବିଭକ୍ତ କରାଯାଇଛି।  ଏ ବର୍ଗରେ ସ୍ଥାନ ପାଇଥିବା ଖେଳାଳି ୫୦ହଜାର, ବି ବର୍ଗରେ ସ୍ଥାନ ପାଇଥିବା ଖେଳାଳି ୪୦, ସି ବର୍ଗରେ ସ୍ଥାନ ପାଇଥିବା ଖେଳାଳି ୩୦ ଏବଂ ଡି ବର୍ଗରେ ସ୍ଥାନ ପାଇଥିବା ଖେଳାଳି ୨୦ ହଜାର ଟଙ୍କା ଲେଖାଏଁ ପାଇବେ। ନଭେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ଖେଳ ଅନୁଷ୍ଠିତ […]

tennis

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 12:07 PM IST

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମଥର ପାଇଁ ଖେଳାଯିବ ଟେନିସ ପ୍ରମିୟର ଲିଗ୍।  ୩୨ଜଣ ଖେଳାଳିଙ୍କୁ ନେଇ ୮ଟି ଦଳ ଓ ୪ଟି ବର୍ଗରେ ବିଭକ୍ତ କରାଯାଇଛି।  ଏ ବର୍ଗରେ ସ୍ଥାନ ପାଇଥିବା ଖେଳାଳି ୫୦ହଜାର, ବି ବର୍ଗରେ ସ୍ଥାନ ପାଇଥିବା ଖେଳାଳି ୪୦, ସି ବର୍ଗରେ ସ୍ଥାନ ପାଇଥିବା ଖେଳାଳି ୩୦ ଏବଂ ଡି ବର୍ଗରେ ସ୍ଥାନ ପାଇଥିବା ଖେଳାଳି ୨୦ ହଜାର ଟଙ୍କା ଲେଖାଏଁ ପାଇବେ।

ନଭେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ଖେଳ ଅନୁଷ୍ଠିତ ହେବ।  ନୀଳାଚଳ ଟେନିସ୍ ଏକାଡେମୀ ପ୍ରମିୟର ଲିଗର୍ ଏହା ଆୟୋଜନ କରିବ।  ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀ ପକ୍ଷରୁ ଏହାର ଅଫିସିଆଲ ପ୍ରମୋ ଲଞ୍ଚ ହୋଇଛି।

 

Related story