୩ଟି ସ୍ୱର୍ଣ୍ଣ ପଦକ ଜିଣି ଓଡ଼ିଶା ଫେରିଲେ ଚେସ୍ ତାରକା ସାଇନା ସାଲୋନିକା

ଭୁବନେଶ୍ୱର:  ଆସିଆନ୍ ଚେସ ଚାମ୍ପିୟନ ସିପରେ ବିଭିନ୍ନ ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ ପଦକ ଜିଣି ଓଡ଼ିଶା ଫେରିଛନ୍ତି ଚେସ୍ ତାରକା ସାଇନା ସାଲୋନିକା। ବ୍ଲିଜ୍ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିଣିଥିବା ବେଳେ ଦଳଗତ ଇଭେଣ୍ଟରେ ୨ଟି ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ସେ ୩ଟି ସ୍ୱର୍ଣ୍ଣ ପଦକ ଜିଣିଥିବା ବେଳେ ଷ୍ଟାଣ୍ଡାର୍ଡ ପ୍ରତିଯୋଗିତାରେ ସାଇନା ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଫଳରେ ସେ ୪୦ରୁ ଊର୍ଦ୍ଧ୍ୱ ପଏଣ୍ଟ ହରାଇଛନ୍ତି । ଆସନ୍ତା ଏସିଆନ୍ ଏବଂ ବିଶ୍ୱ ଚେସ୍ […]

ches

ches

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 09:47 AM IST

Sports

Latest News

ଭୁବନେଶ୍ୱର:  ଆସିଆନ୍ ଚେସ ଚାମ୍ପିୟନ ସିପରେ ବିଭିନ୍ନ ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ ପଦକ ଜିଣି ଓଡ଼ିଶା ଫେରିଛନ୍ତି ଚେସ୍ ତାରକା ସାଇନା ସାଲୋନିକା। ବ୍ଲିଜ୍ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିଣିଥିବା ବେଳେ ଦଳଗତ ଇଭେଣ୍ଟରେ ୨ଟି ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ସେ ୩ଟି ସ୍ୱର୍ଣ୍ଣ ପଦକ ଜିଣିଥିବା ବେଳେ ଷ୍ଟାଣ୍ଡାର୍ଡ ପ୍ରତିଯୋଗିତାରେ ସାଇନା ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଫଳରେ ସେ ୪୦ରୁ ଊର୍ଦ୍ଧ୍ୱ ପଏଣ୍ଟ ହରାଇଛନ୍ତି । ଆସନ୍ତା ଏସିଆନ୍ ଏବଂ ବିଶ୍ୱ ଚେସ୍ ଚାମ୍ପିୟନସିପ୍ କେମିତି ଭଲ ପ୍ରଦର୍ଶନ କରିବେ ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story