ତୀରନ୍ଦାଜୀ ବିଶ୍ୱକପ୍: ଦୀପିକାଙ୍କୁ ବ୍ରୋଞ୍ଜ୍

ନୂଆଦିଲ୍ଲୀ: ତୁର୍କୀରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପରେ ରବିବାର ଭାରତର ଦୀପିକା କୁମାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ କୋରିଆର ଚାଙ୍ଗ ହାୟେ ଜିନଙ୍କୁ ପଛରେ ପକାଇ ଏହି ପଦକ ହାତେଇଛନ୍ତି। ସୂଚନାଯୋଗ୍ୟ, ଡୋଲା ବାନାର୍ଜୀ, ସବତିର କୌର ଓ ସ୍ନେହାଲ ଦିବାକର ପ୍ରମୁଖ ଏହି ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବାହାର ହୋଇ ଯାଇଥିଲେ।

deepika

Rakesh Mallick
  • Published: Sunday, 31 May 2015
  • , Updated: 31 May 2015, 04:34 PM IST

ନୂଆଦିଲ୍ଲୀ: ତୁର୍କୀରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପରେ ରବିବାର ଭାରତର ଦୀପିକା କୁମାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ କୋରିଆର ଚାଙ୍ଗ ହାୟେ ଜିନଙ୍କୁ ପଛରେ ପକାଇ ଏହି ପଦକ ହାତେଇଛନ୍ତି।

ସୂଚନାଯୋଗ୍ୟ, ଡୋଲା ବାନାର୍ଜୀ, ସବତିର କୌର ଓ ସ୍ନେହାଲ ଦିବାକର ପ୍ରମୁଖ ଏହି ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବାହାର ହୋଇ ଯାଇଥିଲେ।

Related story