ଟୋନୀ କ୍ରୋସ୍‌ଙ୍କ ସହ ଚୁକ୍ତି ବଢାଇଲା ରିଏଲ ମାଦ୍ରିଦ୍‌

ମାଦ୍ରିଦ: ଜର୍ମାନୀ ମିଡଫିଲ୍ଡର ଟୋନୀ କ୍ରୋସ୍‌ଙ୍କ ସହ ଚୁକ୍ତିକୁ ସ୍ପାଇନିଜ ଫୁଟ୍‌ବଲ ଜାଣ୍ଟ ରିଏଲ ମାଦ୍ରିଦ୍‌ ୨୦୨୨ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛି। ଏ ନେଇ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଆଜି ସାଣ୍ଟିଆଗୋ ବର୍ଣ୍ଣାବେୟୁ ଷ୍ଟାଡିୟମରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କ୍ରୋସ୍‌ ମଧ୍ୟ ଏହା କହିଛନ୍ତି। କ୍ରୋସ୍‌ଙ୍କ ଯୋଗୁଁ ଲୋସ୍‌ ବ୍ଲାନକୋ ୨୦୧୫-୧୬ ଚାମ୍ପିୟନସ୍‌ ଲିଗ୍‌, ୨୦୧୪ ଫିଫା କ୍ଲବ ୱାର୍ଲ୍ଡ କପ୍‌ ଓ ୨୦୧୪, ୨୦୧୬ ସୁପରକୋପା ଡି’ […]

toni_kroos

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 06:04 PM IST

ମାଦ୍ରିଦ: ଜର୍ମାନୀ ମିଡଫିଲ୍ଡର ଟୋନୀ କ୍ରୋସ୍‌ଙ୍କ ସହ ଚୁକ୍ତିକୁ ସ୍ପାଇନିଜ ଫୁଟ୍‌ବଲ ଜାଣ୍ଟ ରିଏଲ ମାଦ୍ରିଦ୍‌ ୨୦୨୨ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛି। ଏ ନେଇ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଆଜି ସାଣ୍ଟିଆଗୋ ବର୍ଣ୍ଣାବେୟୁ ଷ୍ଟାଡିୟମରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କ୍ରୋସ୍‌ ମଧ୍ୟ ଏହା କହିଛନ୍ତି।

କ୍ରୋସ୍‌ଙ୍କ ଯୋଗୁଁ ଲୋସ୍‌ ବ୍ଲାନକୋ ୨୦୧୫-୧୬ ଚାମ୍ପିୟନସ୍‌ ଲିଗ୍‌, ୨୦୧୪ ଫିଫା କ୍ଲବ ୱାର୍ଲ୍ଡ କପ୍‌ ଓ ୨୦୧୪, ୨୦୧୬ ସୁପରକୋପା ଡି’ ଇସ୍ପାନାରେ ବିଜୟୀ ହୋଇଥିଲା।

Related story