ଆଇପିଏଲ୍‌ରେ ସର୍ବାଧିକ ୱିକେଟ୍‌ ନେଇଥିବା ୧୦ ଜଣ ବୋଲରଙ୍କ ମଧ୍ୟରୁ ୮ ଭାରତୀୟ: ଜାଣନ୍ତୁ ଟପ୍‌-10 ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ ସିଜିନ ୨୦୧୮ ପାଇଁ  ଆସନ୍ତା ୨୭ ଓ ୨୮ ତାରିଖରେ ନିଲାମୀ ହେବ। ଆଇପିଏଲ ପାଇଁ ୧୦୦୦ରୁ ଅଧିକ ଖେଳାଳି ନିଜ ନାଁ ରେଜିଷ୍ଟର କରିଥିଲେ। ହେଲେ ବିସିସିଆଇ ୫୭୮ ଜଣ ଖେଳାଳିଙ୍କୁ ଆଇପିଏଲ ନିଲାମୀରେ ଅଶଂଗ୍ରହଣ କରିବା ପାଇଁ ଅନୁମତି ଦେଇଛି। ଆଇପିଏଲର ଅନେକ ଖେଳାଳି ଏମିତି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାଁନ୍ତି। ବୋଲିଂରେ ସର୍ବାଧିକ ୱିକେଟ୍‌ ନେଇଥିବା ଖେଳାଳିଙ୍କ ତାଲିକାରେ ଶ୍ରୀଲଙ୍କାର ମାଲିଙ୍ଗା ସବୁଠୁ ଆଗରେ […]

Best-Indian-Bowlers-in-IPL

Best-Indian-Bowlers-in-IPL

Ordigital Desk
  • Published: Wednesday, 24 January 2018
  • Updated: 24 January 2018, 03:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ ସିଜିନ ୨୦୧୮ ପାଇଁ  ଆସନ୍ତା ୨୭ ଓ ୨୮ ତାରିଖରେ ନିଲାମୀ ହେବ। ଆଇପିଏଲ ପାଇଁ ୧୦୦୦ରୁ ଅଧିକ ଖେଳାଳି ନିଜ ନାଁ ରେଜିଷ୍ଟର କରିଥିଲେ। ହେଲେ ବିସିସିଆଇ ୫୭୮ ଜଣ ଖେଳାଳିଙ୍କୁ ଆଇପିଏଲ ନିଲାମୀରେ ଅଶଂଗ୍ରହଣ କରିବା ପାଇଁ ଅନୁମତି ଦେଇଛି। ଆଇପିଏଲର ଅନେକ ଖେଳାଳି ଏମିତି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାଁନ୍ତି।

ବୋଲିଂରେ ସର୍ବାଧିକ ୱିକେଟ୍‌ ନେଇଥିବା ଖେଳାଳିଙ୍କ ତାଲିକାରେ ଶ୍ରୀଲଙ୍କାର ମାଲିଙ୍ଗା ସବୁଠୁ ଆଗରେ ଅଛନ୍ତି। ସେ ୧୧୦ଟି ମ୍ୟାଚ୍‌ ଖେଳି ୧୫୪ ୱିକେଟ୍‌ ନେଇଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅମିତ ମିଶ୍ରା।  ସେ ୧୨୬ଟି ମ୍ୟାଚ୍‌ରୁ ୧୩୪ଟି ୱିକେଟ୍‌ ନେଇଛନ୍ତି। ତୃତୀୟରେ ଅଛନ୍ତି ହରଭଜନ ସିଂ। ୧୩୬ଟି ମ୍ୟାଚ୍‌ରୁ ସେ ୧୨୭ଟି ୱିକେଟ୍‌ ନେଇଛନ୍ତି। ୪ର୍ଥରେ ଅଛନ୍ତି ପିୟୁଷ ଚାୱଲା। ସେ ୧୨୯ଟି ମ୍ୟାଚ୍‌ ଖେଳି ୧୨୬ ୱିକେଟ୍‌ ନେଇଛନ୍ତି।

୫ମରେ ଅଛନ୍ତି ୱେଷ୍ଟଇଣ୍ଡିଜ୍‌ ଖେଳାଳି ବ୍ରାଭୋ। ସେ ୧୦୬ ମ୍ୟାଚ୍‌ ଖେଳି ୧୨୨ ୱିକେଟ୍‌ ନେଇଛନ୍ତି। ଷଷ୍ଠ ସ୍ଥାନରେ ଅଛନ୍ତି ଭୁବନେଶ୍ୱର କୁମାର। ସେ ୯୦ ମ୍ୟାଚ୍‌ ଖେଳି ୧୧୧ ୱିକେଟ୍‌ ନେଇଛନ୍ତି। ୭ମରେ ନେହେରା ଅଛନ୍ତି। ସେ ୮୮ ମ୍ୟାଚରୁ ୧୦୬ ୱିକେଟ୍‌ ନେଇଛନ୍ତି। ୮ମରେ ବିନୟ କୁମାର ଅଛନ୍ତି। ସେ ୧୦୩ ମ୍ୟାଚ୍‌ ଖେଳି ୧୦୩ଟି ୱିକେଟ୍‌ ନେଇଛନ୍ତି। ୯ମରେ ଅଛନ୍ତି ଜାହିର ଖାନ। ସେ ୧୦୦ ମ୍ୟାଚ୍‌ରୁ ୧୦୨ ୱିକେଟ୍‌ ନେଇଛନ୍ତି। ୧୦ମରେ ଅଛନ୍ତି ଅଶ୍ୱିନ। ସେ ୧୧୧ ମ୍ୟାଚ୍‌ରୁ ୧୦୦ ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story