୨୦୧୭ ଟପ୍‌-୧୦ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ଲିଷ୍ଟ: କୋହଲିଙ୍କ ନାଁ ନାହିଁ, ୪ର୍ଥ ସ୍ଥାନରେ ଆଉ ଜଣେ ଭାରତୀୟ  

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ସପ୍ତାହ ଠାରୁ ଟେଷ୍ଟ ସିରିଜ ଆରମ୍ଭ ହେଉଛି। ସିରିଜର ପ୍ରଥମ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନ ଠାରେ ୧୬ ନଭେମ୍ବରକୁ ଖେଳାଯିବ। ଚଳିତ ବର୍ଷ ଏହା ୩୮ ନମ୍ବର ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି ଏବଂ ଟିମ୍‌ ଇଣ୍ଡିଆର ଏହା ହେବ ୯ମ ଟେଷ୍ଟ ମ୍ୟାଚ୍‌। ଚଳିତ ବର୍ଷ ଟପ୍‌-୧୦ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଶ୍ରୀଲଙ୍କ ବ୍ୟାଟ୍ସମ୍ୟାନ୍‌ କୁଶଲ ମେଣ୍ଡିସ୍‌ ସାମିଲ ହୋଇଛନ୍ତି। ସେ ଏହି ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି। […]

mohammed-shami_b717d812-72c2-11e7-a83f-2f06dfe08b4c

Rakesh Mallick
  • Published: Saturday, 11 November 2017
  • , Updated: 11 November 2017, 05:20 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ସପ୍ତାହ ଠାରୁ ଟେଷ୍ଟ ସିରିଜ ଆରମ୍ଭ ହେଉଛି। ସିରିଜର ପ୍ରଥମ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନ ଠାରେ ୧୬ ନଭେମ୍ବରକୁ ଖେଳାଯିବ। ଚଳିତ ବର୍ଷ ଏହା ୩୮ ନମ୍ବର ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି ଏବଂ ଟିମ୍‌ ଇଣ୍ଡିଆର ଏହା ହେବ ୯ମ ଟେଷ୍ଟ ମ୍ୟାଚ୍‌। ଚଳିତ ବର୍ଷ ଟପ୍‌-୧୦ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଶ୍ରୀଲଙ୍କ ବ୍ୟାଟ୍ସମ୍ୟାନ୍‌ କୁଶଲ ମେଣ୍ଡିସ୍‌ ସାମିଲ ହୋଇଛନ୍ତି। ସେ ଏହି ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି। କୁଶଲ ମେଣ୍ଡିସ୍‌ ୧୦ଟି ମ୍ୟାଚରୁ ୩୩.୬୯ ଆଭରେଜରେ ୬୬୯ ରନ୍‌ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଏହି ଲିଷ୍ଟରେ ଭାରତର ଅଧିନାୟକ ବିରାଟ କୋହଲି ନାହାଁନ୍ତି। ଯାହା ସମସ୍ତଙ୍କୁ ଟକିତ କରିଛି। ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା ୪ର୍ଥ ନମ୍ବରରେ ଅଛନ୍ତି। ପୂଜାରା ୮ଟି ମ୍ୟାଚ୍‌ ଖେଳି ୭୦.୯୧ ଆଭରେଜରେ ୮୫୧ ରନ୍‌ ସଂଗ୍ରହ କରିଛନ୍ତି।

Related story