ୟୁଏସ ଓପନ ୨୦୧୫:ମିକ୍ସଡ ଡବଲ୍ସ ଜିତି ଇତିହାସ ରଚିଲେ ପେସ-ହିଙ୍ଗିସ ଯୋଡି

ନ୍ୟୁୟର୍କ: ପୂର୍ବତନ ଯୋଡି ମହେଶ ଭୂପତିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଛନ୍ତି ଲିଆଣ୍ଡର ପେସ୍। ଶୁକ୍ରବାର ୟୁଏସ ଓପନ ୨୦୧୫ରେ ଖେଳାଯାଇଥିବା ମିକ୍ସଡ ଡବଲ୍ସ ଟାଇଟେଲ ଜିତିଛନ୍ତି ଭାରତୀୟ ଟେନିସ ତାରକା ଲିଆଣ୍ଡର ପେସ ଓ ସ୍ୱିସ ଟେନିସ ତାରକା ମାର୍ଟିନା ହିଙ୍ଗିସ। ଏହି ଯୋଡି ଆମେରିକାର ବେଥନି ମ୍ୟାଟକସ୍ୟାଣ୍ଡ ଓ ଶାମ୍ କ୍ୟୁରଟିଙ୍କୁ ୬-୪,୩-୬ ଓ ୧୦-୭ ସେଟରେ ପରାସ୍ତ କରିଛନ୍ତି। ସୂଚନାଯୋଗ୍ୟ ମିକ୍ସ ଡବଲ୍ସରେ ମହେଶ ଭୂପତି ୮ଥର ଗ୍ରାଣ୍ଡସ୍ଲାମ ଜିତିଥିବା ବେଳେ ୪୨ ବର୍ଷିୟ […]

hingis-paes

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 10:36 AM IST

ନ୍ୟୁୟର୍କ: ପୂର୍ବତନ ଯୋଡି ମହେଶ ଭୂପତିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଛନ୍ତି ଲିଆଣ୍ଡର ପେସ୍। ଶୁକ୍ରବାର ୟୁଏସ ଓପନ ୨୦୧୫ରେ ଖେଳାଯାଇଥିବା ମିକ୍ସଡ ଡବଲ୍ସ ଟାଇଟେଲ ଜିତିଛନ୍ତି ଭାରତୀୟ ଟେନିସ ତାରକା ଲିଆଣ୍ଡର ପେସ ଓ ସ୍ୱିସ ଟେନିସ ତାରକା ମାର୍ଟିନା ହିଙ୍ଗିସ। ଏହି ଯୋଡି ଆମେରିକାର ବେଥନି ମ୍ୟାଟକସ୍ୟାଣ୍ଡ ଓ ଶାମ୍ କ୍ୟୁରଟିଙ୍କୁ ୬-୪,୩-୬ ଓ ୧୦-୭ ସେଟରେ ପରାସ୍ତ କରିଛନ୍ତି।

ସୂଚନାଯୋଗ୍ୟ ମିକ୍ସ ଡବଲ୍ସରେ ମହେଶ ଭୂପତି ୮ଥର ଗ୍ରାଣ୍ଡସ୍ଲାମ ଜିତିଥିବା ବେଳେ ୪୨ ବର୍ଷିୟ ୯ ଥର ଜିତି ରେକର୍ଡ ସ୍ଥାପନ କରିଛନ୍ତି।

Related story