ୟୁଏସ ଓପନ୍: ଦ୍ୱିତୀୟ ରାଉଣ୍ଡରେ ପେସ, ବୋପାନ୍ନ

ନୂଆଦିଲ୍ଲୀ: ୟୁଏସ ଓପନର ମିକ୍ସଡ ଡବଲ୍ସରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଲିଆଣ୍ଡର ପେସ। ସେହିପରି ପୁରୁଷ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ରୋହନ ବୋପାନ୍ନା। ମାର୍ଟିନା ହିଙ୍ଗିସଙ୍କୁ ସାଥି କରି ଖେଳୁଥିବା ପେସ ଟେଲର ହାରି ଫ୍ରିଜ ଓ ସି ଲୁଇ ଯୋଡି ୬-୨, ୬-୨ ସେଟରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ସେହିପରି ପୁରୁଷ ଡବଲ୍ସ ବର୍ଗରେ ଫ୍ଲୋରିନ ମର୍ଜିଆଙ୍କୁ ସାଥୀ କରି ଖେଳୁଥିବା ବୋପୋନ୍ନା ଆମେରିକାର ଅଷ୍ଟିନ କ୍ରାଜିସେକ ଓ ନିକୋଲାସ […]

paes_getty

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 02:11 PM IST

ନୂଆଦିଲ୍ଲୀ: ୟୁଏସ ଓପନର ମିକ୍ସଡ ଡବଲ୍ସରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଲିଆଣ୍ଡର ପେସ। ସେହିପରି ପୁରୁଷ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ରୋହନ ବୋପାନ୍ନା।

ମାର୍ଟିନା ହିଙ୍ଗିସଙ୍କୁ ସାଥି କରି ଖେଳୁଥିବା ପେସ ଟେଲର ହାରି ଫ୍ରିଜ ଓ ସି ଲୁଇ ଯୋଡି ୬-୨, ୬-୨ ସେଟରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।

ସେହିପରି ପୁରୁଷ ଡବଲ୍ସ ବର୍ଗରେ ଫ୍ଲୋରିନ ମର୍ଜିଆଙ୍କୁ ସାଥୀ କରି ଖେଳୁଥିବା ବୋପୋନ୍ନା ଆମେରିକାର ଅଷ୍ଟିନ କ୍ରାଜିସେକ ଓ ନିକୋଲାସ ମୋନରୋଏଙ୍କୁ ୬-୩, ୬-୪ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛି।

Related story