ଉତ୍କଳ କରାଟେ ସ୍କୁଲରେ ୧୦ମିଟର ଇଲେକ୍ଟ୍ରୋନିକ ସୁଟିଂ ରେଞ୍ଜ ଉଦଘାଟିତ

ଭୁବନେଶ୍ୱର: ଉତ୍କଳ କରାଟେ ସ୍କୁଲରେ ଉଦଘାଟିତ ହୋଇଛି ୧୦ମିଟର ଇଲେକ୍ଟ୍ରୋନିକ ସୁଟିଂ ରେଞ୍ଜ। ଆଇନ୍ ମନ୍ତ୍ରୀ ଅରୁଣ ସାହୁ ଏହି ଅତ୍ୟାଧୁନିକ ସୁଟିଂ ରେଞ୍ଜକୁ ଉଦଘାଟନ କରିଛନ୍ତି। ଏହା ଦ୍ୱାରା ରାଜ୍ୟର ସୁଟରମାନେ ଅତ୍ୟାଧୁନିକ ଶୈଳୀରେ ଅଭ୍ୟାସ କରିବାର ସୁଯୋଗ ପାଇବେ ବୋଲି ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ କହିଛନ୍ତି। ୨୫ଲକ୍ଷ ଟଙ୍କ। ବିନିମୟରେ ଏହି ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ସୁଟିଂ ରେଞ୍ଜଟି ପ୍ରତିଷ୍ଠା କରାଯାଇଛି। ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମେୟର ଅନନ୍ତନାରାୟଣ ଜେନା, ସ୍ଥାନୀୟ […]

new sutting set in innagurate inutkal karate school

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 04:23 PM IST

ଭୁବନେଶ୍ୱର: ଉତ୍କଳ କରାଟେ ସ୍କୁଲରେ ଉଦଘାଟିତ ହୋଇଛି ୧୦ମିଟର ଇଲେକ୍ଟ୍ରୋନିକ ସୁଟିଂ ରେଞ୍ଜ। ଆଇନ୍ ମନ୍ତ୍ରୀ ଅରୁଣ ସାହୁ ଏହି ଅତ୍ୟାଧୁନିକ ସୁଟିଂ ରେଞ୍ଜକୁ ଉଦଘାଟନ କରିଛନ୍ତି। ଏହା ଦ୍ୱାରା ରାଜ୍ୟର ସୁଟରମାନେ ଅତ୍ୟାଧୁନିକ ଶୈଳୀରେ ଅଭ୍ୟାସ କରିବାର ସୁଯୋଗ ପାଇବେ ବୋଲି ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ କହିଛନ୍ତି। ୨୫ଲକ୍ଷ ଟଙ୍କ। ବିନିମୟରେ ଏହି ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ସୁଟିଂ ରେଞ୍ଜଟି ପ୍ରତିଷ୍ଠା କରାଯାଇଛି। ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମେୟର ଅନନ୍ତନାରାୟଣ ଜେନା, ସ୍ଥାନୀୟ କର୍ପୋରେଟର ଦେବାଶିଷ ସିଟ୍ ପ୍ରମୁଖ ଉପସ୍ଥିତ ଥିଲେ।

Related story