ଉତ୍କଳ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଉତ୍କଳ ଓପନ ଟେନିସ୍‌ ଟୁର୍ଣ୍ଣାମେଣ୍ଟ। ଏଥିରେ ୧୪ ବର୍ଷରୁ କମ ବାକଳ ଓ ବାଳିକା ବିଭାଗ ସହ ୪୦, ୫୦ ଓ ୬୦ ବର୍ଷ ବର୍ଗରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ୧୪ ବର୍ଷରୁ କମ ବାଳକ ବିଭାଗରେ ସିଙ୍ଗିଲ୍ସ ଏବଂ ଡବଲ୍ସ ମ୍ୟାଚ୍‌ ହେଉଥିବା ବେଳେ ବାଳିକା ବିଭାଗରେ କେବଳ ସିଙ୍ଗିଲ୍ସ ମ୍ୟାଚ୍‌ ହେବ। ଟୁର୍ଣ୍ଣାମେଣ୍ଟରେ ୩୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଉଛନ୍ତି। ପ୍ରତି ବିଭାଗର ବିଜେତାଙ୍କ ପାଇଁ ଦେଢ଼ […]

tenis

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 07:38 PM IST

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଉତ୍କଳ ଓପନ ଟେନିସ୍‌ ଟୁର୍ଣ୍ଣାମେଣ୍ଟ। ଏଥିରେ ୧୪ ବର୍ଷରୁ କମ ବାକଳ ଓ ବାଳିକା ବିଭାଗ ସହ ୪୦, ୫୦ ଓ ୬୦ ବର୍ଷ ବର୍ଗରେ ମ୍ୟାଚ୍‌ ଅନୁଷ୍ଠିତ ହେବ।

୧୪ ବର୍ଷରୁ କମ ବାଳକ ବିଭାଗରେ ସିଙ୍ଗିଲ୍ସ ଏବଂ ଡବଲ୍ସ ମ୍ୟାଚ୍‌ ହେଉଥିବା ବେଳେ ବାଳିକା ବିଭାଗରେ କେବଳ ସିଙ୍ଗିଲ୍ସ ମ୍ୟାଚ୍‌ ହେବ। ଟୁର୍ଣ୍ଣାମେଣ୍ଟରେ ୩୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଉଛନ୍ତି।

ପ୍ରତି ବିଭାଗର ବିଜେତାଙ୍କ ପାଇଁ ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି।

୪ଟି ସିନ୍ଥେଟିକ୍ସ କୋର୍ଟ ଓ ୫ଟି କ୍ଲେ କୋର୍ଟରେ ଏହି ଟୁର୍ଣ୍ଣାମେଣ୍ଟ ହେଉଛି। ଆସନ୍ତା ୧୫ ତାରିଖରେ ଏହା ଶେଷ ହେବ। ଏସ୍‌ବେସ୍‌ କ୍ଲବ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି।

Related story