ବିରାଟଙ୍କ ସ୍କ୍ୱାଡରୁ 'ହିଟମ୍ୟାନ୍' ଗାଏବ୍, ପ୍ରଶଂସକ ପଚାରିଲେ କୁଆଡେ ଗଲେ ରୋହିତ୍

ନୂଆଦିଲ୍ଲୀ: କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମୁକାବିଲା ପାଇଁ ଆମେରିକାରେ ଅଛନ୍ତି। ଶନିବାର ଫ୍ଲୋରିଡାରେ ଖେଳାଯିବାକୁଥିବା ପ୍ରଥମ ଟି-୨୦ ପୂର୍ବରୁ ବିରାଟ୍ ଟ୍ୱିଟରରେ ନିଜର ଟିମର କିଛି ସାଥି ଖେଳାଳିଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ‘ସ୍କ୍ୱାଡ’। SQUAD 👊💯 pic.twitter.com/2uBjgiPjIa — Virat Kohli (@imVkohli) August 2, 2019 ଏହି ଫଟୋରେ ରବୀନ୍ଦ୍ର ଜାଡେଜା, ନଭଦୀପ ସାଇନି, ଖଲୀଲ […]

squad

squad

Ranjit Kumar Jena
  • Published: Friday, 02 August 2019
  • Updated: 02 August 2019, 04:42 PM IST

Sports

Latest News

ନୂଆଦିଲ୍ଲୀ: କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମୁକାବିଲା ପାଇଁ ଆମେରିକାରେ ଅଛନ୍ତି। ଶନିବାର ଫ୍ଲୋରିଡାରେ ଖେଳାଯିବାକୁଥିବା ପ୍ରଥମ ଟି-୨୦ ପୂର୍ବରୁ ବିରାଟ୍ ଟ୍ୱିଟରରେ ନିଜର ଟିମର କିଛି ସାଥି ଖେଳାଳିଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି 'ସ୍କ୍ୱାଡ'।

ଏହି ଫଟୋରେ ରବୀନ୍ଦ୍ର ଜାଡେଜା, ନଭଦୀପ ସାଇନି, ଖଲୀଲ ଅହମ୍ମଦ, ଶ୍ରେୟସ୍ ଆୟର୍, କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଲୋକେଶ ରାହୁଲଙ୍କୁ ଦେଖିବାକୁ ମିଳିଛି। ତେବେ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଏହି ଫ୍ରେମରୁ ଗାଏବ୍ ଅଛନ୍ତି। ଏହି ଫଟୋରେ ହିଟମ୍ୟାନ୍ ରୋହିତଙ୍କୁ ନ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଏହି ଫଟୋରେ ରୋହିତଙ୍କ ଅନୁପସ୍ଥିତି ନେଇ ପ୍ରଶଂସକ ପ୍ରଶ୍ନ କରିଛନ୍ତି ଯେ, ରୋହିତ୍ କୁଆଡେ ଗଲେ।

ସୂଚନାଯୋଗ୍ୟ, ବିଶ୍ୱକପ୍ ସେମିଫାଇନାଲରେ ଭାରତ ହାରିବା ପରେ ବିରାଟ୍ ଓ ରୋହିତଙ୍କ ମଧ୍ୟରେ ମତଭେଦ ଥିବା ଖବର ଆସିଥିଲା। ରୋହିତ୍ ନିଜର ଇନଷ୍ଟାଗ୍ରାମରେ କୋହଲିଙ୍କୁ ଫଲୋ କରୁନାହାନ୍ତି। ଏପରିକି ନିକଟରେ ରୋହିତ୍ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଅନଫଲୋ କରିଦେଇଛନ୍ତି।

ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ରୋହିତଙ୍କ ସହ ମତଭେଦ ଖବରକୁ ବିରାଟ୍ ଖାରଜ କରିଥିଲେ। ସେହିପରି ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ କହିଥିଲେ, କୌଣସି ଖେଳାଳି ଟିମଠାରୁ ବଡ଼ ନୁହଁନ୍ତି। କ୍ରିକେଟରେ ଟିମ୍ ଗେମ୍ ନିହାତି ଆବଶ୍ୟକ। ଟିମ୍ ଭାଇସ୍ କ୍ୟାପଟେନ୍ ରୋହିତ୍ ଗୁରୁବାର ସୋଶାଲ ମିଡିଆରେ ଏକ ଫଟୋ ଶେୟାର କରି ଲେଖିଥିଲେ, 'ମୁଁ କେବଳ ନିଜ ଟିମ୍ ପାଇଁ ଖେଳୁନି, ନିଜ ଦେଶ ପାଇଁ ଖେଳୁଛି'।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story