ମିଆମିରେ ଏକାଠି ବୁଲିଲେ ବିରାଟ୍ ଓ ଅନୁଷ୍କା, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ଆମେରିକାରେ ଏକାଠି ସମୟ ବିତାଉଛନ୍ତି। ଦୁହିଁଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବିରାଟ୍ ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଫ୍ଲୋରିଡା (ଆମେରିକା)ରେ ଅଛନ୍ତି ଏବଂ ତାଙ୍କ ସହ ଅନୁଷ୍କା ମଧ୍ୟ ଅଛନ୍ତି।   View this post on Instagram   Babies 😘♥️ A post shared by […]

virat

virat

Ranjit Kumar Jena
  • Published: Thursday, 01 August 2019
  • Updated: 01 August 2019, 08:21 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ଆମେରିକାରେ ଏକାଠି ସମୟ ବିତାଉଛନ୍ତି। ଦୁହିଁଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବିରାଟ୍ ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଫ୍ଲୋରିଡା (ଆମେରିକା)ରେ ଅଛନ୍ତି ଏବଂ ତାଙ୍କ ସହ ଅନୁଷ୍କା ମଧ୍ୟ ଅଛନ୍ତି।

View this post on Instagram

Babies 😘♥️

A post shared by Anushka Sharma Fan Page 🌠 (@anushkaswonder) on

ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱକପ୍ ସେମିଫାଇନାଲରେ ହାରିବା ପରେ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନୋଟି ଫର୍ମାଟ୍ ସିରିଜ୍ ଖେଳିବ। ସିରିଜର ୩ଟି ଟି-୨୦ ମ୍ୟାଚ୍ ଆମେରିକାରେ ଖେଳାଯିବ, ଯେଉଁଥି ପାଇଁ ଭାରତ ବର୍ତ୍ତମାନ ଫ୍ଲୋରିଡାରେ ଅଛି।

ଅନୁଷ୍କା 'ଜିରୋ' ପରେ କୌଣସି ଫିଲ୍ମ ଏପର୍ଯ୍ୟନ୍ତ କରିନାହାନ୍ତି। ଏହି ଖାଲି ସମୟ ମଧ୍ୟରେ ସେ ନିଜ ପତିଙ୍କ ସହ ସମୟ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁଷ୍କା ନିଜ ପତିଙ୍କ ସହ ଦୁଇଟି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରୁ ଗୋଟିଏରେ ଦୁହେଁ ଏକ ରେଷ୍ଟ୍ୟୁରାଣ୍ଟରେ ଥିବା ବେଳେ ଅନ୍ୟଟିରେ ପ୍ରଶଂସକଙ୍କ ସହ ଫଟୋ କ୍ଲିକ୍ କରୁଛନ୍ତି। ବିରାଟ୍ ବିଦେଶ ଗସ୍ତ ବେଳେ ସର୍ବଦା ଅନୁଷ୍କାଙ୍କୁ ନିଜ ସହ ନେଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story