ବ୍ରହ୍ମପୁର ଠାରେ ଜିଲ୍ଲାସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗୀତା ବ୍ରହ୍ମପୁର ଗୋଷାଣୀନୂଆଗାଁ ସ୍ଥିତ ଗୋପାଳକୃଷ୍ଣ ରଙ୍ଗ ମଞ୍ଚ ଠାରେ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ପୁରୁଷ  ମହିଳା ବିଭାଗର ୮୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲା ଭାରୋତ୍ତଳନ ଓ କୁସ୍ତି ସଂଘ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଅର୍ଜୁନ ପୁରସ୍କାର ପ୍ରାପ୍ତ କେ.ରବି କୁମାର ଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଅନ୍ୟପଟରେ ରବି ରଥ, କୁମୁଦ […]

Rakesh Mallick
  • Published: Sunday, 08 October 2017
  • , Updated: 08 October 2017, 07:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗୀତା ବ୍ରହ୍ମପୁର ଗୋଷାଣୀନୂଆଗାଁ ସ୍ଥିତ ଗୋପାଳକୃଷ୍ଣ ରଙ୍ଗ ମଞ୍ଚ ଠାରେ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ପୁରୁଷ  ମହିଳା ବିଭାଗର ୮୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲା ଭାରୋତ୍ତଳନ ଓ କୁସ୍ତି ସଂଘ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଅର୍ଜୁନ ପୁରସ୍କାର ପ୍ରାପ୍ତ କେ.ରବି କୁମାର ଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଅନ୍ୟପଟରେ ରବି ରଥ, କୁମୁଦ କୁମାର ସାହୁ, ବିଷ୍ଣୁ କୁମାର ମହାନ୍ତ, ଗାଗାରିନ୍ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Related story