ୱିମ୍ବଲଡନ୍: ବାଜି ମାରିଲେ ଜୋକୋଭିକ୍, ପୁଣି ହାରିଲେ ଫେଡେରର

ଲଣ୍ଡନ: ୱିମ୍ବଲଡନରେ ଲଗାତାର ଦ୍ୱିତୀୟ ଥର ପାଇଁ ନୋଭାକ ଜୋକୋଭିକଙ୍କ ଆଗରେ ଫିକା ପଡ଼ିଯାଇଛନ୍ତି ରୋଜର ଫେଡେରର୍। ୨୦୧୪ ୱିମ୍ବଲଡରେ ବାଜି ମାରିଥିଲେ ଜୋକୋଭିକ୍। ଏଥର ବି ବାଜି ମାରିଲେ ସେ। ଗତ ଥର ୬-୭ (୭/୯), ୬-୪, ୭-୬ (୭/୪), ୫-୭, ୬-୪ରେ ଫେଡେରରଙ୍କୁ ହରାଇଥିଲେ ଓ ଏଥର ୭-୬(୭-୧),୬-୭(୧୦-୧୨),୬-୪,୬-୩ ସେଟରେ ହରାଇଛନ୍ତି। ଏହି ବିଜୟ ସହିତ ଜୋକୋଭିକ୍ କ୍ୟାରିୟରର ତୃତୀୟ ୱିମ୍ବଲଡନ୍ ଟାଇଟଲ୍ ହାତେଇବାରେ ସଫଳ ହୋଇଛନ୍ତି। ତା’ସହିତ ସେ କ୍ୟାରିୟରର ନବମ ବଡ଼ […]

jokovic

jokovic

Rakesh Mallick
  • Published: Sunday, 12 July 2015
  • Updated: 12 July 2015, 04:48 PM IST

Sports

Latest News

ଲଣ୍ଡନ: ୱିମ୍ବଲଡନରେ ଲଗାତାର ଦ୍ୱିତୀୟ ଥର ପାଇଁ ନୋଭାକ ଜୋକୋଭିକଙ୍କ ଆଗରେ ଫିକା ପଡ଼ିଯାଇଛନ୍ତି ରୋଜର ଫେଡେରର୍। ୨୦୧୪ ୱିମ୍ବଲଡରେ ବାଜି ମାରିଥିଲେ ଜୋକୋଭିକ୍। ଏଥର ବି ବାଜି ମାରିଲେ ସେ। ଗତ ଥର ୬-୭ (୭/୯), ୬-୪, ୭-୬ (୭/୪), ୫-୭, ୬-୪ରେ ଫେଡେରରଙ୍କୁ ହରାଇଥିଲେ ଓ ଏଥର ୭-୬(୭-୧),୬-୭(୧୦-୧୨),୬-୪,୬-୩ ସେଟରେ ହରାଇଛନ୍ତି। ଏହି ବିଜୟ ସହିତ ଜୋକୋଭିକ୍ କ୍ୟାରିୟରର ତୃତୀୟ ୱିମ୍ବଲଡନ୍ ଟାଇଟଲ୍ ହାତେଇବାରେ ସଫଳ ହୋଇଛନ୍ତି। ତା’ସହିତ ସେ କ୍ୟାରିୟରର ନବମ ବଡ଼ ଟାଇଟଲ ବି ଜିତିଛନ୍ତି।

ଗତବର୍ଷ (୨୦୧୪) ଜୋକୋଭିକ୍ ୱିମ୍ବଲଡନ୍ ଟାଇଟଲ୍ ହାସଲ କରିଥିଲେ। ରୋଜର ଫେଡରେରରଙ୍କୁ ହରାଇ ସେ ଏହି ଟାଇଟଲ ହାସଲ କରିଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ୱିମ୍ବଲଡନ ଟାଇଟଲ୍। ଜୋକୋଭିକ୍ ତାଙ୍କର ପ୍ରଥମ ୱିମ୍ବଲଡନ ଟାଇଟଲ୍ ଜିତିଥିଲେ ୨୦୧୧ରେ। ରାଫେଲ ନାଦାଲଙ୍କୁ ମାତ୍ ଦେଇ ସେ ଜିତିଥିଲେ ତାଙ୍କର ପ୍ରଥମ ୱିମ୍ବଲଡନ ଟାଇଟଲ୍। ସେହିପରି ୨୦୧୩ରେ ସେ ଫାଇନାଲକୁ ଯାଇଥିଲେ ହେଁ ଆଣ୍ଡି ମୁରେଙ୍କ ଠାରୁ ହାରି ଯାଇଥିଲେ।

ଅନ୍ୟପକ୍ଷରେ ୨୦୦୩ରେ ପ୍ରଥମ ଥର ପାଇଁ ୱିମ୍ବଲଡନ ଟାଇଟଲ ହାତେଇଥିବା ଫେଡେରର ୨୦୦୭ ପର୍ଯ୍ୟନ୍ତ ଏହାକୁ ନିଜ କବଜାରେ ରଖିଥିଲେ। ୨୦୦୮ରେ ତାଙ୍କ ବିଜୟଧାରାରେ ବାଧା ଦେଇଥିଲେ ରାଫେଲ ନାଦାଲ। ସେହିବର୍ଷ ଫେଡେରର ରନର୍ସଅପ୍ ହୋଇଥିଲେ। କିନ୍ତୁ ୨୦୦୯ରେ ସେ ପୁଣି ଏହି ଟାଇଟଲ୍ ଜିତିଥିଲେ। ତା’ପରେ ୨୦୧୨ରେ ସେ ପୁଣି ଥର ଏହି ଟାଇଟଲ୍ ଜିତିଥିଲେ।

୭ ଥର ୱିମ୍ବଲଡନ ଚାମ୍ପିଅନ୍ ଫେଡେରର ୭-୫,୭-୫ ଓ ୬-୪ରେ ତିନି ନମ୍ବର ମାନ୍ୟତାପ୍ରାପ୍ତ ଆଣ୍ଡି ମୁରେଙ୍କୁ ହରାଇ ଏଥର ଫାଇନାଲରେ ପ୍ରବେଶ କରିଥିଲେ। ଫ୍ରାନ୍ସର ରିଚାର୍ଡ ଗାସକ୍ୱେଟଙ୍କୁ ୭-୬ (୭/୨), ୬-୪, ୬-୪ରେ ହରାଇ ଜୋକୋଭିକ୍ ଗତ ୫ ବର୍ଷରେ ଚତୁର୍ଥ ଥର ପାଇଁ ୱିମ୍ବଲଡନର ଫାଇନାଲରେ ପହଞ୍ଚିଥିଲେ। ତା’ସହିତ ପ୍ରଥମ ଥର ପାଇଁ ଜୋକୋଭିକ୍ ଗୋଟିଏ ବର୍ଷରେ ୱିମ୍ବଲଡନ, ଅଷ୍ଟ୍ରେଲିଆନ୍ ଓ ଫ୍ରେଞ୍ଚ୍ ଓପନର ଫାଇନାଲରେ ପ୍ରବେଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story