ୱିମ୍ପଲଡନ : ମହିଳା ଡବଲ୍ସ ସେମିରେ ସାନିଆ-ହିଙ୍ଗିସ

ଲଣ୍ଡନ: ଭାରତ-ସ୍ୱିସ ଯୋଡି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ ୱିମ୍ବଲଡନର ମହିଳା ଡବଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଟପ ସିଡ ଯୋଡି ଅଷ୍ଟ୍ରେଲିଆ-କାଜାକା ଯୋଡି କେଜି ଡେଲାକ୍ୱା ଓ ୟାରୋସ୍ଲାଭା ସେଭାରାଙ୍କୁ ୭-୫,୬-୩ରେ ହରାଇ ସେମିରେ ପହଞ୍ଚି ଯାଇଛନ୍ତି। ମାତ୍ର ୧ ଘଣ୍ଟା ୧୯ ମିନିଟରେ ସାନିଆ-ହିଙ୍ଗିସ୍ ଯୋଡି ଏହି ନବମ ସିଡ ଯୋଡିକୁ ମାତ ଦେଇଥିଲେ।

ଶୁକ୍ରବାର ମହିଳା ଡବଲ୍ସର ଫାଇନାଲ ଖେଳାଯିବ। ଏଥିରେ ଆମେରିକାର ପଞ୍ଚମ ସିଡର ରାକୁଏଲ କପ୍ସ-ଜୋନ୍ସ ଏବଂ ଅବିଗୈଲ ସ୍ପିୟରସଙ୍କୁ ଭେଟିବେ ସାନିଆ-ହିଙ୍ଗିସ ଯୋଡି।

ଆହୁରି ପଢ଼ନ୍ତୁ

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା

୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା