ଭାରତ-ଓ୍ୱେଷ୍ଟେଣ୍ଡିଜ ଦ୍ୱିତୀୟ ଦିନିକିଆ, ପ୍ରଥମେ ଭାରତ କରିବ ବ୍ୟାଟିଂ

ବିଶାଖାପଟ୍ଟନମ୍‌: ଭାରତ-ଓ୍ୱେଷ୍ଟେଣ୍ଡିଜ ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଓ୍ୱେଷ୍ଟେଣ୍ଡିଜ୍ ଟିମ୍ ବୋଲିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଆଜି ଦ୍ୱିତୀୟ ମ୍ୟାଚ ବିଶାଖପଟ୍ଟନମରେ ଖେଳାଯାଉଛି। ମୋଟ୍ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ। ଆଜି ଦ୍ୱିତୀୟ ମ୍ୟାଚ। ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ। ତେଣୁ ଆଜିର ମ୍ୟାଚ ବହୁତ ଗୁରୁତ୍ୱ ବହନ କରୁଛି। ଆଜିର ମ୍ୟାଚ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ବୋଲି ଭାରତ ଲକ୍ଷ୍ୟ ରଖିଛି। […]

india

india

Subhransu Sekhar
  • Published: Wednesday, 18 December 2019
  • Updated: 18 December 2019, 01:19 PM IST

Sports

Latest News

ବିଶାଖାପଟ୍ଟନମ୍‌: ଭାରତ-ଓ୍ୱେଷ୍ଟେଣ୍ଡିଜ ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଓ୍ୱେଷ୍ଟେଣ୍ଡିଜ୍ ଟିମ୍ ବୋଲିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଆଜି ଦ୍ୱିତୀୟ ମ୍ୟାଚ ବିଶାଖପଟ୍ଟନମରେ ଖେଳାଯାଉଛି। ମୋଟ୍ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ। ଆଜି ଦ୍ୱିତୀୟ ମ୍ୟାଚ। ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ। ତେଣୁ ଆଜିର ମ୍ୟାଚ ବହୁତ ଗୁରୁତ୍ୱ ବହନ କରୁଛି। ଆଜିର ମ୍ୟାଚ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ବୋଲି ଭାରତ ଲକ୍ଷ୍ୟ ରଖିଛି।

https://twitter.com/ANI/status/1207204531752165376

ଚେନ୍ନାଇରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବୋଲରମାନେ ଆଶାମୁତାବକ ପ୍ରଦର୍ଶକ କରିପାରିନଥିଲା ଏବଂ ପ୍ରମୁଖ ପେସ୍ ବୋଲର ଦୀପକ ଚହର୍‌, ମହମ୍ମଦ ଶାମି, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କୁ ବୋଲିଂରେ ସଂଘର୍ଷ କରିଥିବାର ଦେଖିବାକୁ ମିଳିଥିଲା। ସିରିଜରେ ଭାରତ ୦-୧ରେ ପଛୁଆ ରହିଛି। ଏଭଳି ସ୍ଥିତିରେ ସିରିଜକୁ ଫେରିବା ପାଇଁ ବିରାଟ୍ କୋହଲିଙ୍କୁ ଆଜି କୌଣସି ପରିସ୍ଥିତିରେ ଲୟ ହାସଲ କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story