ଟିମ୍ ଇଣ୍ଡିଆର ବିଶ୍ଵକପ ସ୍ୱପ୍ନ ଧୂଳିସାତ୍ ହୋଇଗଲା କାହିଁକି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇସିସି ବିଶ୍ୱକପ ଆରମ୍ଭରୁ ଭାରତ ଚାମ୍ପିୟନ ହେବାର ପ୍ରବଳ ଦାବିଦାର ଥିଲା। କିନ୍ତୁ ସେମିଫାଇନାଲ ମୁକାବିଲାରେ କିଛି ଭୁଲ ନିଷ୍ପତ୍ତି ଦଳକୁ ମହଙ୍ଗା ପଡିଛି ଓ କ୍ରିକେଟପ୍ରେମୀଙ୍କ ସ୍ୱପ୍ନକୁ ଧୂଳିସାତ୍ କରି ଦେଇଛି। କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଶେଷରେ ନ୍ୟୁଜିଲ୍ୟାଣ୍ଡ ପାଖରୁ ୧୮ ରନରେ ହାରି ଚଳିତ ବିଶ୍ୱକପ୍ ଅଭିଯାନ ଶେଷ କରିଛି। ଏବେ ଏହି ପରାଜୟର ପୋଷ୍ଟମର୍ଟମ କରି କାରଣ ଖୋଜା ଚାଲିଛି। ଭୁଲ୍ ନିଷ୍ପତ୍ତିର ପରିଣାମ  ଟସ୍ […]

TEAM INDIA(1)

TEAM INDIA(1)

Subhransu Sekhar
  • Published: Thursday, 11 July 2019
  • Updated: 11 July 2019, 10:36 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇସିସି ବିଶ୍ୱକପ ଆରମ୍ଭରୁ ଭାରତ ଚାମ୍ପିୟନ ହେବାର ପ୍ରବଳ ଦାବିଦାର ଥିଲା। କିନ୍ତୁ ସେମିଫାଇନାଲ ମୁକାବିଲାରେ କିଛି ଭୁଲ ନିଷ୍ପତ୍ତି ଦଳକୁ ମହଙ୍ଗା ପଡିଛି ଓ କ୍ରିକେଟପ୍ରେମୀଙ୍କ ସ୍ୱପ୍ନକୁ ଧୂଳିସାତ୍ କରି ଦେଇଛି। କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଶେଷରେ ନ୍ୟୁଜିଲ୍ୟାଣ୍ଡ ପାଖରୁ ୧୮ ରନରେ ହାରି ଚଳିତ ବିଶ୍ୱକପ୍ ଅଭିଯାନ ଶେଷ କରିଛି। ଏବେ ଏହି ପରାଜୟର ପୋଷ୍ଟମର୍ଟମ କରି କାରଣ ଖୋଜା ଚାଲିଛି।
ଭୁଲ୍ ନିଷ୍ପତ୍ତିର ପରିଣାମ 

ଟସ୍ ହାରିବା ପରେ ପ୍ରଥମ ଓଭରରେ ଭୁବନେଶ୍ୱର କୁମାର ଏଲବିଡବ୍ଲ୍ୟୁ ଅପିଲ୍ କରିଥିଲେ। କିନ୍ତୁ ଡିଆରଏସ ନେବା ପରେ ଜଣାପଡ଼ିଥିଲା ବଲଟି ଷ୍ଟମ୍ପଟିକୁ ହିଟ୍ କରୁନଥିଲା। ଯଦି ଡିଆରଏସ ଥାନ୍ତା ତାହାଲେ ଠିକ୍ ସମୟରେ ଏହି ଡିଆରଏସକୁ ନିଆଯାଇ ପାରିଥାନ୍ତା।

ସେମିଫାଇନାଲ ମୁକାବିଲାରେ ପ୍ରଥମେ ବୋଲିଂ କରୁଥିବା ଭାରତ ଅନେକ ରନ୍ ଆଉଟ୍ କରିବାର ସୁଯୋଗ ହାତଛଡ଼ା କରିଛି। ଭଲ ଫିଲ୍ଡର ଭାବେ ପରିଚିତ ଅଧିନାୟକ କୋହଲି ଓ ଜାଡେଜା ଏଭଳି ସୁଯୋଗର ସଦୁପଯୋଗ କରିବାରେ ବିଫଳ ହୋଇଛନ୍ତି। ସେହିପରି ବୋଲର ଚହଲଙ୍କ ଖରାପ ଫିଲ୍ଡିଂ ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

୪୪ ଓଭର ବୋଲିଂ କରିଥିବା ଚହଲ ୧୮ ରନ୍ ଦେଇଥିଲେ। ଯାହାକି ଦଳ ପାଇଁ ଭାରୀ ପଡ଼ିଥିବା ବେଳେ ଅନ୍ତିମ ଓଭର ବେଳକୁ ନ୍ୟୁଜିଲ୍ୟାଣ୍ଡ ଟିମର ଆତ୍ମବିଶ୍ୱାସ ବଢ଼ାଇଥିଲା। ଫଳରେ କିଓ୍ୱି ଟିମ୍ ୭ ଓଭରରେ ୬୦ ରନ୍ କରିବାରେ ସଫଳ ହୋଇଥିଲା।

ଦଳ ସେମିଫାଇନାଲ ମ୍ୟାଚରେ ୫ଟି ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। କିନ୍ତୁ ୪ଟି ମ୍ୟାଚରେ ୧୪ଟି ଓ୍ୱିକେଟ୍ ନେଇଥିବା ବୋଲର ମହମ୍ମଦ ଶାମି କିନ୍ତୁ ସେମିଫାଇନାଲ ମୁକାବିଲା ପାଇଁ ଦଳରେ ସାମିଲ୍ ହୋଇନଥିଲେ। ଏହାର ପରିଣାମ ଫଳାଫଳରେ ଦେଖିବାକୁ ମିଳିଛି।

ଚହଲ ୧୦ ଓଭରରେ ୬୩ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୦ ଓଭରରେ ୫୫ ରନ୍ ଦେଇଥିଲେ। ଯଦି ୬ ନମ୍ୱର ବୋଲର ରହିଥାନ୍ତେ ତାହେଲେ ୪.୭୮ ଷ୍ଟ୍ରାଇକ ରେଟରେ ଚାଲୁଥିବା ନ୍ୟୁଜିଲ୍ୟାଣ୍ଡ୍ ଏତେଟା ଭଲ ସ୍କୋର କରି ପାରିନଥାନ୍ତା।

ଦଳର ଓପନିଂ ଯୋଡ଼ିରୁ ଆରମ୍ଭ କରି ପରବର୍ତ୍ତୀ ବ୍ୟାଟସମ୍ୟାନ୍ ସମ୍ପୂର୍ଣ୍ଣ ଫେଲ୍ ମାରିଲେ। ୫ ରନରେ ୩ଟି ଓ୍ୱିକେଟ ହରାଇଥିଲା ଭାରତ। ଏଥିସହ ପ୍ରଥମ ୩ ଜଣ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ମାତ୍ର ୧ ରନ୍ ଲେଖାଏ କରି ବିଦାୟ ନେଇଥିଲେ। ସେହିପରି ଚତୁର୍ଥ ଓ୍ୱିକେଟ୍ ଭାରତ ୨୫ ରନରେ ହରାଇଥିଲା। ଯାହାକି ଦଳର ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଥିଲା।

୨୪୦ ରନର ପିଛା କରୁଥିବା ଭାରତ ୨୪ ରନରେ ୪ଟି ଓ୍ୱିକେଟ ହରାଇଥିଲା। ଏହାପରେ ରିଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ୪୭ ରନ୍ ଯୋଡ଼ିଥିଲେ। ହେଲେ ଭୁଲ ଶଟ୍ ଖେଳି ପନ୍ତ ବାଉଣ୍ଡ୍ରି ପାଖରେ କ୍ୟାଚ୍ ଆଉଟ୍ ହୋଇଥିଲେ। ପନ୍ତ କ୍ରିଜରେ ପ୍ରାୟତଃ ପ୍ରତିପକ୍ଷ ଟିମର ସମସ୍ତ ବୋଲରଙ୍କ ସାମ୍ନା କରିସାରିଥିବା ବେଳେ ଏଭଳି ଭୁଲ୍ ଶଟ୍ ଖେଳିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ଏହାପରେ ପାଣ୍ଡ୍ୟା ମଧ୍ୟ ଶୀଘ୍ର ରନ୍ କରିବା ଲକ୍ଷ୍ୟରେ ବଡ଼ ଶଟ୍ ଖେଳିବାକୁ ଯାଇ ନିଜ ଓ୍ୱିକେଟ୍ ହରାଇଥିଲେ। ପାଣ୍ଡ୍ୟା ଯେତେବେଳେ ଆଉଟ୍ ହେଲେ ସେତେବେଳେ ଭାରତକୁ ୧୧୮ ବଲରେ ୧୪୮ରନର ଆବଶ୍ୟକତା ଥିଲା।

ବିଶ୍ୱକପରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହୋଇଥିବା ମହେନ୍ଦ୍ର ସିଂହ ଧୋନି ସେମିଫାଇନାଲ ମ୍ୟାଚରେ ମଧ୍ୟ ଦ୍ରୁତ ରନ୍ କରିବାରେ ସଫଳ ହୋଇନଥିଲେ। ୭୨ଟି ବଲ୍ ଖେଳି ୫୦ ରନ୍ କରିଥିଲେ ଧୋନି। ଏଭଳି ଧିମା ଖେଳର ପ୍ରଭାବ ଜାଡେଡାଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଦ୍ରୁତ ବେଗରେ ରନ କରିବାର ଚାପ ଯୋଗୁ ଜାଡେଜା ବଡ଼ ଶଟ୍ ଖେଳିବାକୁ ଯାଇ କ୍ୟାଚ୍ ଆଉଟ୍ ହୋଇଥିଲେ।

ଓ୍ୱିକେଟ୍ ମଧ୍ୟରେ ରନ୍ ନେବାରେ ଓସ୍ତାଦ୍ ଧୋନି ନିଜେ ରନ୍ ଆଉଟର ଶିକାର ହୋଇଥିଲେ। ଯାହାକି ଭାରତୀୟ କ୍ରିକେଟ ଫ୍ୟାନଙ୍କ ବିଶ୍ୱକପ୍ ଆଶାକୁ ଧୂଳିସାତ୍ କରି ଦେଇଥିଲା।

ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ୪.୭୮ ରନ୍ ରେଟର ଆବଶ୍ୟକତା ଥିଲା ଭାରତ ପାଇଁ। କିନ୍ତୁ ନିୟମିତ ବ୍ୟବଧାନରେ ଓ୍ୱିକେଟ୍ ହରାଇବା ଯୋଗୁ ଦଳର ମଧ୍ୟ୍ୟକ୍ରମର ବ୍ୟାଟସମ୍ୟାନଙ୍କୁ  ଚାପଗ୍ରସ୍ତ କରିଦେଇ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story